ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ମା’ ଫେରାର
କେନ୍ଦୁଝର : ଅଲୋଡ଼ା ହେଲା ଶିଶୁକନ୍ୟା । ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ନିର୍ଦ୍ଦୟୀ ମାଆ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବସ୍ ହେଲପର ଗାଡ଼ିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ବେଳେ…
କେନ୍ଦୁଝର : ଅଲୋଡ଼ା ହେଲା ଶିଶୁକନ୍ୟା । ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ନିର୍ଦ୍ଦୟୀ ମାଆ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବସ୍ ହେଲପର ଗାଡ଼ିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ବେଳେ…
ଅଯୋଧ୍ୟା ରାମ ମନ୍ଦିର ଆଉ ଦିନ କେଇଟା ପରେ ଉଦ୍ଘାଟନ ହେବ। ତେବେ ଉଦ୍ଘାଟନ ହେବା ପୂର୍ବରୁ ମନ୍ଦିର ବାହାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ହଙ୍ଗାମା। କଂଗ୍ରେସ ନେତାଙ୍କୁ ଠେଲାପେଲା କରିଛନ୍ତି ଲୋକେ। କେବଳ ସେତିକି ନୁହେଁ ଦଳୀୟ ପତକାକୁ…
ବାଲେଶ୍ୱର: ବାଲେଶ୍ୱର ପୁଲିସକୁ ବଡ଼ ସଫଳତା। ଦୁଇଟି ATM ଲୁଟ୍ ଘଟଣାରେ ୫ ଲୁଟେରା ଗିରଫ। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୩ ହଜାର ଟଙ୍କା, ଗୋଟିଏ କାର, ଗୋଟିଏ ପିସ୍ତଲ, ୪ଟି ଅଫୁଟା ଗୁଳି, ଗ୍ୟାସ କଟର ଓ ଅନ୍ୟାନ୍ୟ…
ମୁମ୍ବାଇ: କିଏ ଅସଲି ଶିବସେନା? ଏହି ପ୍ରଶ୍ନକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ପ୍ରସଙ୍ଗରେ ମହାରାଷ୍ଟ୍ର ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମହାରାଷ୍ଟ୍ର ବିଧାନସଭା…
କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ଗୁଡି ସୂତା ଲାଗି ଦୁଇ ଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର…
ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ। ୨ ପୁଲିସ କର୍ମୀଙ୍କ ସମେତ ଆହତ ହେଲେ ୪୫ ଲୋକ। ତାମିଲନାଡୁର ଅବନିୟାପୁରରେ ଘଟିଛି ଏଭଳି କିଛି ଘଟଣା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲନାଡୁରେ ଏବେ ପୋଙ୍ଗଲ ଉତ୍ସବ ପାଳନ କରାଯାଉଛି।…
ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ଯାନ୍ନଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ।…
ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଘୋଷଣା କରିଛନ୍ତି ଯେ ଜାନୁଆରୀ ୨୨ ତାରିଖ ଅପରାହ୍ନ ୧୨ଟା ୨୦ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟ…
ପୁରୀ: ଆସନ୍ତା ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଚଳଚଞ୍ଚଳ ସମଗ୍ର ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ପରେ ଆଜିଠୁ ଆରମ୍ଭ ହେବ । ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ…
ଅଭିନେତ୍ରୀ ରଶ୍ମୀକା ମନ୍ଦନା, ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ଡିପ୍ ଫେକ୍ର ଶିକାର ହେଲେ କ୍ରିକେଟର ଭଗବାନ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଗେମିଂ ଆପ୍ 'ସ୍କାଏବର୍ଡ ଏଭିଏଟର୍ କ୍ୱେଷ୍ଟ'କୁ ସମର୍ଥନ କରୁଥିବାର ସଚିନଙ୍କ ଏକ ଭିଡିଓ ସୋଶାଲ ମିଡିଆରେ…