ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀସେତୁ

ପୁରୀ : ଲୋକାର୍ପଣ ହେବାକୁ ଯାଉଛି ଶ୍ରୀସେତୁ । ଆଜି ଟ୍ରାଇଲ ରନ । ରଙ୍ଗ ବେରଙ୍ଗ ଆଲୋକ ଓ ଚିତ୍ର ଅଙ୍କା ଯାଇ ଆକର୍ଷଣୀୟ ଦେଖା ଯାଉଛି ଶ୍ରୀସେତୁ । ରାତିରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଲୋକଙ୍କ ସୁଅ ଛୁଟୁଛି…

ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କ ଦର୍ଶନ କଲେ କଂଗ୍ରେସ ନେତା

ଅଯୋଧ୍ୟା : ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ନବନିର୍ମିତ ରାମମନ୍ଦିରରେ ବିଗ୍ରହ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ନ ଦେବାକୁ କଂଗ୍ରେସର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଦଳ ହିନ୍ଦୁ ଭୋଟ ହରାଇବାର ଆଶଙ୍କା କରୁଛି । ଏହାକୁ…

ବଲାଙ୍ଗୀର ରେଳ ଧାରଣରୁ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ । ମୃତକ ହେଲେ ବଲାଙ୍ଗୀର ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ

ଇଣ୍ଡିଗୋ ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ। ସେ ହାତ ଯୋଡି 'ସରି' କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି।ବିମାନ ଉଡାଣ ବିଳମ୍ବ ହେବାରୁ ହଠାତ୍ ରାଗିଯାଇ କୋ-କ୍ୟାପ୍ଟେନଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ସାହିଲ କଟାରିଆ। ପରେ ନିଜର…

କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର

କଟକ : ପ୍ରତିଶ୍ରୁତି ଦେଇଥିଲେ, ପୂରଣ କଲେ । କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର । ଗତ ସାତ ତାରିଖ ଦିନ କଟକ ଗସ୍ତ ଅବସରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଣିଆବନ୍ଧର ବୁଣାକାରଙ୍କୁ ‘ ଗୋଟିଏ ଷ୍ଟେସନ୍- ଗୋଟିଏ…

ପଞ୍ଚ ତାରକା ହୋଟେଲ୍‌ରେ ଅଣ ଭାରତୀୟ ମହିଳାଙ୍କୁ ଦୁଷ୍କର୍ମ; ସିଇଓଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଜଣେ ଏନଆରଆଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀର ଏକ ଘରୋଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରବିବାର ପୁଲିସ ଏହି ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ଏହି ଘଟଣା ୨୦୨୩ ମସିହା ସେପ୍ଟେମ୍ବର…

ଆଜି ପବିତ୍ର ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି…

କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ତୃତୀୟ ବନ୍ଧୁମିଳନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହା ଥିଲା ତୃତୀୟ ବନ୍ଧୁ ମିଳନ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରାୟ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା ମହୋତ୍ସବ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି। ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ଜାନୁଆରି ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ…