‘ବୟଫ୍ରେଣ୍ଡ୍’ଙ୍କ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍ ପଲିସ୍ ରିମୋଭର୍ ଖୁଆଇ ମାରିଲେ ଯୁବତୀ
ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍ର ୧୮ମାସିଆ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍ ପଲିସ୍ ରିମୁଭର୍ ଖୁଆଇ ମାରିବା ଘଟଣାରେ ଆମେରିକାର ପେନ୍ସିଲ୍ଭେନିଆ ପ୍ରଦେଶରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅଭିଯୁକ୍ତ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି…