February 2024

ଗଛରେ ଝୁଲିଲା ସାଲାଇନ୍‌, ରାସ୍ତାରେ ହେଲା ଶହଶହ ଲୋକଙ୍କ ଚିକିତ୍ସା

ମୁମ୍ବାଇ : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ରାସ୍ତା ଉପରେ ଓ ଖୋଲା ଆକାଶ ତଳେ ଶହଶହ ଲୋକଙ୍କ ଚିକିତ୍ସା କରାଯାଇଛି। ରୋଗୀମାନଙ୍କୁ ଗଛରେ ସାଲାଇନ ବୋତଲ ଟଙ୍ଗାଇ ସେବା ଯୋଗା ଦିଆଯାଇଛି। ମହାରାଷ୍ଟ୍ରରେ ମଙ୍ଗଳବାର ରାତିରେ…

ବନ୍ଦ ହେବ ହୁକା ବାର୍‌, ୨୧ ବର୍ଷ ହୋଇ ନଥିଲେ ସିଗାରେଟ ମନା: ବିଲ୍‌ ପାସ୍

ବେଙ୍ଗାଲୁରୁ : ପୂରା ରାଜ୍ୟରେ ବ୍ୟାନ ହେବ ହୁକା ବାର। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ସେହିପରି ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ। ଏପରି କଡ଼ା…

ଜାତୀୟ ପତାକାକୁ ଅପମାନ ଓ ପୁଲିସ ସହ ଗଣ୍ଡଗୋଳ: ୭୦୦ରୁ ଅଧିକ ଚାଷୀଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ଗୋଟିଏ ପଟେ ଦିଲ୍ଲୀ ଚଲୋ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ୭୪୬ ଜଣ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାନୁଆରୀ ୧୮ରେ ଚାଷୀମାନେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟକୁ ବଳ ପୂର୍ବକ ବନ୍ଦ କରି ଦେଇଥିଲେ। ଏବେ ସେମାନଙ୍କ…

ୟୁପିରେ କଂଗ୍ରେସକୁ ୧୭ ଆସନ, ୬୩ଟି ସ୍ଥାନରେ ଲଢ଼ିବ ସପା

ଲକ୍ଷ୍ନୌ : ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ କେବଳ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଲୋକସଭା ଆସନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଇଣ୍ତିଆ ମେଣ୍ଟରେ…

ବିହାରରେ କମ୍‌ ମତଦାନ ଚିନ୍ତାର କାରଣ: ନିର୍ବାଚନ କମିଶନ

ପାଟନା: ଗଣତନ୍ତ୍ରକୁ ଜନ୍ମ ଦେଇଥିବା ଏବଂ ଏବେ ବି ରାଜନୈତିକ ଭାବେ ସଚେତନ ନାଗରିକ ବସବାସ କରୁଥିବା ବିହାରରେ କମ୍‌ ମତଦାନ ଚିନ୍ତାର କାରଣ ବୋଲି ବୁଧବାର ଦିନ ନିର୍ବାଚନ ଆୟୋଗ କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର…

କୃଷକମାନଙ୍କୁ ଅଟକାଇବା ପାଇଁ ଅଟକାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କଲା ପୁଲିସ

ନୂଆଦିଲ୍ଲୀ:: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ କିଛି ଦାବି ପୁରଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଥିବା କୃଷକ ସଂଗଠନ ଏବେ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।…

ମାର୍ଚ୍ଚ ୩ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରିପରିଷଦ ବୈଠକ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୨୪ ଲୋକସଭା ନିର୍ବାଚନ ଘୋଷଣାର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜାଣିବାକୁ ମିଳିଛି। ନୂଆଦିଲ୍ଲୀର ଚାଣକ୍ୟପୁରୀ କୂଟନୈତିକ ଅଞ୍ଚଳରେ ଥିବା…

କେଓ୍ବାଇସି ପ୍ରକ୍ରିୟାରେ ଡିଜିଟାଲିକରଣ ହେବ, ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥିକ ସ୍ଥିରତା ଏବଂ ବିକାଶ ପରିଷଦ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆର୍ଥିକ ସ୍ଥିରତା ଏବଂ ବିକାଶ ପରିଷଦର ୨୮ତମ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଘରୋଇ ଏବଂ ବିଶ୍ବର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅର୍ଥନୈତିକ ସ୍ଥିରତା ଏବଂ ଏହାର ମୁକାବିଲା…

ନବକଳେବର ହେବ ବାରବାଟୀ ଷ୍ଟାଡିୟମ; ୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ହେବ। ଷ୍ଟାଡିୟମର ରୂପରେଖ ବଦଳିଯିବ। ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ…

ମାର୍ଚ୍ଚ ୨ ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପରୀକ୍ଷା, ୩୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୩୦ ହଜାର

ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରେ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ମାର୍ଚ୍ଚ ୨ରୁ ପରୀକ୍ଷା ଆରମ୍ଭ ହେବ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୧୦ଟାରୁ ଓ ଦ୍ଵିତୀୟ ସିଟିଂ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ପରୀକ୍ଷା…