୩ୟ ଟେଷ୍ଟ: ଭାରତର ସବୁଠୁ ବଡ଼ ଟେଷ୍ଟ ବିଜୟ, ଇଂଲଣ୍ଡକୁ ୪୩୪ ରନରେ ହରାଇଲା

ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ…

ମାଘରେ ଶୀତ ଗାୟବ, ବଢିବ ରାତିର ତାପମାତ୍ରା

ଭୁବନେଶ୍ବର : ମାଘ ମାସରେ ବାଘ ଭଳି ଶୀତ ହେବା କଥା। କିନ୍ତୁ ଶୀତର କୌଣସି ଦେଖା ଦର୍ଶନ ନାହିଁ। ମାଘ ମାସରେ ଗ୍ରୀଷ୍ମ ପରି ଟାଣ ଖରା ହେଉଛି। ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି। ଆଗକୁ…

ବସ୍-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଆସିକା: ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ…

ସାରା ଓଡ଼ିଶା ବୁଲିବେ NSS ସେଲର ଛାତ୍ରଛାତ୍ରୀ, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର : NSS ସେଲର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ବୁଲାଇବ ସାରା ଓଡ଼ିଶା। ବିଭିନ୍ନ ପ୍ରାନ୍ତରେ ଥିବା ଦର୍ଶନୀୟ ସ୍ଥାନ ସହ ବିଶ୍ୱବିଦ୍ୟାଳୟ ବୁଲିବେ ଶିକ୍ଷାର୍ଥୀ। ନୂଆ ଏକ୍ସପୋଜର ପାଇଁ ବିଭାଗ ଏପରି ନିଷ୍ପତ୍ତି ନେଇଛି। ପ୍ରଥମେ ନୂଆ ଓ'। ତାପରେ…

ଦିନକ ପରେ ମାଟ୍ରିକ ପରୀକ୍ଷା: ଆନ୍ଦୋଳନରେ ଶିକ୍ଷକ ଓ କର୍ମଚାରୀ

ଭୁବନେଶ୍ବର: ଦିନକ ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ୧୧ ଦିନ ହେଲା ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ସରକାର ଆଲୋଚନାକୁ ଆସୁ ନାହାନ୍ତି। ଅନ୍ୟପଟେ ଦାବି ପୂରଣ…

ଭିତର କାଠ ନିକଟରେ ବାନ୍ତି କଲେ ଜନୈକ ଭକ୍ତ; ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ

ପୁରୀ: ଶ୍ରୀମନ୍ଦିର ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେବାରୁ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଏହି ଅଘଟଣ ପରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଫଳରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିରେ ସାମାନ୍ୟ ବିଳମ୍ବ ଦେଖାଯାଇଛି। ସାଧାରଣ…

ଆଇଟିଆଇ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ଝିରପାଣି ଥାନା ଅନ୍ତର୍ଗତ ଜଗଦାସ୍ଥ ଏକ ଘରୋଇ ଆଇଟିଆଇ ଛାତରୁ ପଡ଼ି ଜଣେ ଛାତ୍ର ମୃତ୍ୟୁ ହୋଇଛି। ମୃତକ ହେଲେ ଝାରଖଣ୍ଡ ବାଉଁଶଜୋରର ଅତୁଲିୟାନ ଜୋଜୋ (୨୨। ସେ ଆଇ ଟି ଆଇ ଫିଟର ଟ୍ରେଡ଼ର ପ୍ରଥମ ବର୍ଷର ଛାତ୍ର।…

ଗାଁକୁ ରାସ୍ତା ନାହିଁ, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଗର୍ଭବତୀଙ୍କ ଜୀବନ

କନ୍ଧମାଳ : ବିପର୍ଯ୍ୟସ୍ତ ରାସ୍ତାର ସାଂଘାତିକ ପରିଣାମ ସାମ୍ନାକୁ ଆସିଛି। ଗାଁକୁ ଭଲ ରାସ୍ତା ନଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଚାଲି ଯାଇଛି ଜଣେ ଗର୍ଭବତୀଙ୍କ ଜୀବନ। ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣା ଅନୁଭବ କରୁଥିଲେ ହେଁ ତାଙ୍କୁ ଠିକଣା ସମୟରେ…

ସ୍କୁଲରେ ଝାଡ଼ା ବାନ୍ତି, ୨୨ ଜଣ ଛାତ୍ରୀ ଆକ୍ରାନ୍ତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ସାଲୋହୀ ଆଶ୍ରମ ବିଦ୍ୟାଳୟରେ ଝାଡ଼ା ବାନ୍ତିର ଆତଙ୍କ। ୪ ଦିନ ହେବ ଝାଡ଼ା,ବାନ୍ତିରେ ୨୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ମାନଙ୍କୁ କେଶାଇବାହାଲ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା…

ରାଜ୍ୟ ବାହାରେ ନାବାଳିକାଙ୍କୁ ବନ୍ଧକ ଘଟଣା: ବନ୍ଧା ହେଲେ ଦାଦନ ସର୍ଦ୍ଦାର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଲେକେଲା ଗାଁର ଜଣେ ନାବାଳିକାଙ୍କୁ ତେଲଙ୍ଗାନାରେ ବନ୍ଧକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାର ଅଭିଯୁକ୍ତ ଦାଦନ ସର୍ଦ୍ଦାରଙ୍କୁ ବେଲପଡ଼ା ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…