ଶିମିଳିପାଳ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଚକମା ଦେଇ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ତେବେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ…
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଚକମା ଦେଇ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ତେବେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ…
ନୂଆପଡ଼ା: ଶୁକ୍ରବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତରେ ଆସି ନୂଆପଡା ନ୍ୟାସନାଲ କଲେଜରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହା ସହ ବୋଡେ଼ନ ବ୍ଲକ ବିନପୁର…
ପୁରୀ: ପୁରୀ କୋଣାର୍କ ମେରାଇନ ରାସ୍ତାରେ ଛାତିଥରା ଦୁର୍ଘଟଣା l ଦୁର୍ଘଟଣାରେ ୧୨ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି l ପୁରୀ କୋଣାର୍କ ରୋଡ ବାଲିଘାଇ ନିକଟରେ ଦୁଇ କାର ମଧ୍ୟରେ ଦୁର୍ଘଟଣା ଘଟିଛି l ଉଭୟ…
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କିଛି ଦିନ ହେବ ତାଙ୍କ ଦଳ ଉପରେ ଖପ୍ପା ଅଛନ୍ତି । କିଛିଦିନ ତଳେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ କଂଗ୍ରେସ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସେ ଦୃଢ ସମାଲୋଚନା କରିଥିଲେ…
ଭଦ୍ରକ: ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣୀ ମହୋତ୍ସବ ଶେଷ ହେବା ପରେ ନେହେରୁ ଷ୍ଟାଡିଅମରେ ଅଳିଆ ଆବର୍ଜନାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିଥିବା ଘଟଣା ଏବେ ଭିନ୍ନ ମୋଡ଼ ନେଉଛି । ଏନେଇ ଏବେ ରାଜନୀତି ସରଗରମ ହେବାରେ…
ବାରାଣସୀର ଜ୍ଞାନବ୍ୟାପୀ ମସଜିଦର ବେସମେଣ୍ଟରେ ପୂର୍ବଭଳି ପୂଜାର୍ଚ୍ଚନା ହୋଇପାରିବ। ପୂଜାର୍ଚ୍ଚନା ବିରୋଧରେ ହୋଇଥିବା ଆବେଦନକୁ ଆଜି ଆହ୍ଲାବାଦ ହାଇକୋର୍ଟ ଗ୍ରହଣ କରି ନାହାନ୍ତି। ପ୍ରଥମେ ବାରାଣସୀର ଗୋଟିଏ କୋର୍ଟ ବେସ୍ମେଣ୍ଟରେ ସିଲ୍ ହୋଇଥିବା ଅଞ୍ଚଳରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ…
ପୁରୀ : black cumin କୋରାପୁଟରୁ ୨୦ ଜଣ ଚାଷୀ ଏକ କୁଇଣ୍ଟାଲ କଳା ଜିରା ଚାଉଳ ଆଣି ଶ୍ରୀମନ୍ଦିର ପ୍ରଶାସନର ଜିମା ଦେଇଛନ୍ତି। ଜୈବିକ ଶ୍ରୀ କୃଷକ ଉତ୍ପାଦକ ଲିମିଟେଡ କମ୍ପାନୀ ସହ ସାବରମତୀ ଶ୍ରଦ୍ଧା ଓ ଭକ୍ତିର ସହ ଏହି…
ମୃତ୍ୟୁ କେତେବେଳେ ଓ କେଉଁଠି ଆସେ, ତାହା କଳ୍ପନା କରିବା ବେଶ ମୁସ୍କିଲ। ମୃତ୍ୟୁ ହଠାତ୍ ଆମେ ଓ ସବୁ କିଛି ବରବାଦ କରି ଚାଲିଯାଏ। ଏମିତି ଏକ ହଠାତ ମୃତ୍ୟୁର ଘଟଣା ଉତ୍ତର ପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି। ଦୋକାନାରେ…
ଭୁବନେଶ୍ୱର: କିଟ୍ ଟିବିଆଇ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବେ ପୁରସ୍କୃତ ହୋଇଛି । ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା କିଟ୍ ଟିବିଆଇକୁ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବରେ ପୁରସ୍କୃତ କରାଯାଇଛି । ବୁଧବାର ଓଡ଼ିଶା…
ନୂଆଦିଲ୍ଲୀ: ରାଜସ୍ଥାନର କୋଟାର ଇଟାୱାରେ ବାପାଙ୍କ ମୃତ୍ୟୁ ପରେ ଝିଅ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାରର ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି। ସୂଚନାଯୋଗ୍ୟ, ଇଟାୱାରେ ବସବାସ କରୁଥିବା ପତରାମ ଦାସଙ୍କ ମୃତ୍ୟୁ ଜାନୁଆରି ୧୭ ତାରିଖରେ ହୋଇଥିଲା। ପତରାମ ଦାସଙ୍କ ପୁଅ ନାହାନ୍ତି…