ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି। ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି। ବିରୋଧୀ…

ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୂପାନ୍ତରଣରେ ସଜେଇ ହୋଇଛି ଓଡ଼ିଶା। ବିଭିନ୍ନ ବିଭାଗକୁ ସମୃଦ୍ଧ କରିବା ସହ ରାଜ୍ୟକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ତେବେ ଶିକ୍ଷା ସମୃଦ୍ଧ ଧାରାରେ ଯୋଡ଼ି ହେଉଛି ନୂଆ ଏକ ଅଧ୍ୟାୟ।…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପ୍ରକଳ୍ପ ଚୟନରେ ଜନ ପ୍ରତିନିଧିଙ୍କୁ ସାମିଲ କର: ହାଇକୋର୍ଟ

‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରକଳ୍ପ ଚୟନରେ ପ୍ରଶାସନର ଏକଛତ୍ରବାଦୀ ଭୂମିକାକୁ ଲାଗିଛି ହାଇକୋର୍ଟଙ୍କ ଝଟକା। ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାତ୍ର ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା…

ଧର୍ମେନ୍ଦ୍ର ଭାଇ ପରୀ ପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ: ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ନୟାଗଡ଼ର ଚାଞ୍ଚଲ୍ୟକର ପରୀ ହତ୍ୟା ମାମଲାରେ ଗତକାଲି କୋର୍ଟ ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ନୟାଗଡ଼ର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଚିଲଡ୍ରେନସ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ । ଅଭିଯୁକ୍ତ…

କେଜ୍ରିଓ୍ଵାଲଙ୍କୁ ଫେବ୍ରୁଆରି ୧୭ରେ ଦିଲ୍ଲୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ଅବକାରୀ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୫ଟି ସମନକୁ ସେ କାହିଁକି ଏଡ଼ାଇ ଯାଇଛନ୍ତି ତାହା ସ୍ପଷ୍ଟ କରିବାକୁ ଦିଲ୍ଲୀର ଏକ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲଙ୍କୁ ଫେବ୍ରୁଆରି ୧୭ ତାରିଖରେ…

ମାଟ୍ରିକ ଓ +୨ ପରୀକ୍ଷା ପରିଚାଳନାର ସମୀକ୍ଷା

ଭୁବନେଶ୍ୱର: ପରୀକ୍ଷା ପରିଚାଳନାରେ ହେବ ଶୂନ୍ୟ ସହନଶୀଳତା । ମାଟ୍ରିକ ଓ ଯୁକ୍ତ ଦୁଇ ଦୁଇ ପରୀକ୍ଷା ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନପେ ଆୟୋଜିତ ଆଭାସୀ ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ…

ମୋଦୀ ରାଉରକେଲାକୁ ବି ବିକିଦେବେ: ଜୟରାମ ରମେଶ

ରାଉରକେଲା: ଭାରତ ଯୋଡ ନ୍ୟାୟ ଯାତ୍ରା ଅବସରରେ ଇସ୍ପାତ ନଗରୀ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସେ କହିଛନ୍ତି ବିଜେପି ଓ ବିଜେଡି…

ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଆଉ ୫ ଦିନ ବଢ଼ିଲା

ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି। ରାଞ୍ଚିରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ଜମି ଦୁର୍ନୀତି…

ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା

ପୁରୀ: ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି ଯାତ୍ରା ଜଗତର ଭିଲେନ୍ ଦୈତାରୀ ପଣ୍ଡା । ନିକଟ ଅତିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗତର ନାଥ ଜଗନ୍ନାଥଙ୍କ ସହ ତୁଳନା କରି ବିବାଦରେ ଥିଲେ ଦୈତାରୀ ପଣ୍ଡା ।…

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଜେଲରେ ଥିବା ମନ୍ତ୍ରୀଙ୍କ ସହଯୋଗୀଙ୍କୁ ସମନ ଜାରି କଲା ତଦନ୍ତକାରୀ ଏଜେନ୍‌ସି

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତୃଣମୂଳ କଂଗ୍ରେସ କାଉନସିଲର୍‌ ବାପ୍ପାଦିତ୍ୟ ଦାସଗୁପ୍ତାଙ୍କୁ ରାଜ୍ୟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। କେନ୍ଦ୍ରୀୟ ତଦନ୍ତ ଏଜେନସି…