ଆଦିବାସୀ ମେଳା ଉଦ୍‌ଯାପିତ: ୫ କୋଟି ଟଙ୍କାର ଜନଜାତି ସାମଗ୍ରୀ ବିକ୍ରି

ଭୁବନେଶ୍ୱର: ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ‘ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ସୋମବାର ସନ୍ଧ୍ୟାରେ ୨୦୨୪’ ଉଦଯାପିତ ହୋଇଯାଇଛି। ଜାନୁଆରି ୨୬ରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ମେଳାରେ ୧୨ ଲକ୍ଷରୁ ଅଧିକ ଲୋକଙ୍କ…

ଆସ୍ଥା ଭୋଟ୍‌ରେ ବିଜୟୀ ହେବାପରେ ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ରାଞ୍ଚି: ନୂତନ ଭାବେ ଶପଥ ଗ୍ରହଣ କରିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ ସେ ଜିତିଥିବାବେଳେ ବିରୋଧୀ ଦଳକୁ ମିଳିଛି…

ଚଣ୍ଡିଗଡ଼ ମେୟର ନିର୍ବାଚନ: ଦାୟିତ୍ୱରେ ଥିବା ଅଫିସରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ନିର୍ବାଚନ ପରିଚାଳନା କରୁଥିବା ଅଫିସରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ଗଣତନ୍ତ୍ରର ହତ୍ୟା କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ଆଜି…

କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ୍‌, କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ

ସଂସଦରେ ରାଷ୍ଟ୍ରପତି ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀ ଓ କଂଗ୍ରେସକୁ କଲେ କଡା ଟାର୍ଗେଟ୍‌। ଲୋକସଭାରେ ନିଜର ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ କହି…

ପୂଜାର୍ଚ୍ଚନା କରି ପାହାଡ଼ ଚଢ଼ିଲେ ବିଭିନ୍ନ ବର୍ଗର ୪୫୦ ଲୋକ, ସ୍ଲୋଗାନ ଦେଲେ ‘ଜୟ ଶ୍ରୀରାମ୍‌’

ଜୟପୁର: ଡଙ୍ଗରିଆ ମାଉଣ୍ଟେନ୍ ଏସେଣ୍ଡର୍ସ (ଡଙ୍ଗରିଆ ଗ୍ରୁପ୍‌) ପକ୍ଷରୁ ରବିବାର ଦିନ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଞ୍ଚାୟତ ଅଧୀନ ବୈରାଗୀମଠ ନିକଟର କୋଣ୍ଡାମାଳି ପାହଡ଼ରେ (ମାଉଣ୍ଟେନ୍ ଟ୍ରାକିଂ ) ପାହଡ଼ ଚଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୭୦୦ମିଟର ଉଚ୍ଚତା ବିଶିଷ୍ଟ ପାହାଡ଼…

ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ଆସିଲା ବିଲ୍‌

ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଓ ଅନିୟମିତତାକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ମୋଦି ସରକାର। ଏଥିପାଇଁ ସରକାର ଆଜି ଗୋଟିଏ ବିଲ ଲୋକସଭାରେ ଆଗତ କରିଛନ୍ତି। ଅନିୟମିତତା ଓ ପ୍ରଶ୍ନପତ୍ର ଲିକ ଘଟଣାରେ ଦୋଷୀଙ୍କୁ ୧୦ ବର୍ଷ ଯାଏ…

ଦୁର୍ଗା ମନ୍ଦିର ଲୁଟ୍‌ ଘଟଣା, ଶ୍ୱଶୁର-ଜ୍ୱାଇଁଙ୍କ ସମେତ ୪ ଗିରଫ

କଟକ ମଧୁପାଟଣା ଥାନା ଦରଖାପାଟଣା ଦୁର୍ଗା ମନ୍ଦିର ଲୁଟ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଶ୍ୱଶୁର, ଜ୍ୱାଇଁ। ସେମାନେ ହେଉଛନ୍ତି ଶେଖ ପିରୁ ଓ ତାଙ୍କ ଜ୍ୱାଇଁ ଶେଖ ହାରୁନ।…

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧି

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧି। ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏନେଇ ଆଜି ରାଉରକେଲା ହାଉସରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା…

ବାଇକ ସହ ପିକ୍‌ଅପ୍ ଭ୍ୟାନ ଧକ୍କା, ୨ ବାଇକ୍‌ ଆରୋହୀ ମୃତ

ବାଇକକୁ ପିକ୍‌ଅପ୍ ଭ୍ୟାନ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ବସଷ୍ଟାଣ୍ଡ ନିକଟରେ ଥିବା କପା ମିଲ ଆଗରେ ଏହି ଦୁର୍ଘଟଣା ଘଟିଛି | ମୃତକ ଦ୍ୱୟ ହେଉଛନ୍ତି ବେଲପଡ଼ା ଥାନା ଡୁଙ୍ଗାରିଗୁଡ଼ା…

ସପ୍ତାହକୁ ଥରେ ସ୍ତ୍ରୀଙ୍କୁ ଭେଟି ପାରିବେ ସିସୋଦିଆ

ଜେଲ୍‌ରେ ବନ୍ଦ ଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି। ଏବେ ସପ୍ତାହରେ ଥରେ ସେ ନିଜ ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିପାରିବେ। ଏନେଇ ଆଜି ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛି। ଏଥିସହ ମନୀଷ ସିସୋଦିଆଙ୍କ ନିୟମିତ…