‘‘ଭବିଷ୍ୟତ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ହେବ’’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ…

ଚାକିରି ଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଚାକିରି ଦେବା ନାଁରେ ଠକେଇ, ୩ ଗିରଫ । ବିଶାଖାପାଟଣାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ । ଅଭିଯୁକ୍ତଙ୍କୁ ଠାରୁ ୯୨ଟି ପାସପୋର୍ଟ, ୨୦ଟି ଟୁରିଷ୍ଟ ଭିସା ଜବତ ହୋଇଛି । କେନିଆରେ ଚାକିରି କରାଇଦେବାକୁ…

ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର…

ଘର ଭିତରୁ ମାଆ ଓ ୬ ବର୍ଷ ପୁଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ହେଲେ ଡାଲି ନିଲାବେଣି (୩୫) ଓ ତାଙ୍କ ୯ ବର୍ଷର ପୁଅ। ବିଲମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା…

ଚଣ୍ଡିଗଡ଼ ମେୟର ନିର୍ବାଚନ: ବାଲଟ୍‌ ପେପର ତନଖି କରିବେ ସୁପ୍ରିମକୋର୍ଟ

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ଆପ୍‌ର ୮ ଜଣ କାଉନସିଲରଙ୍କ ବାଲଟ ପେପରକୁ ନାକଚ କରାଯିବାରୁ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ଆଜି…

ଆନ୍ଦୋଳନ ବେଳେ ଚାଲିଗଲା କୃଷକଙ୍କ ଜୀବନ

ଏମ୍‌ସିପି ଉପରେ ଗ୍ୟାରେଣ୍ଟି ଦାବି ନେଇ ଜାରି ରହିଛି କୃଷକଙ୍କ ଆନ୍ଦୋଳନ। ବିଭିନ୍ନ ଚାଷୀ ସଙ୍ଗଠନ ଏକାଠି ହୋଇ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ତେବେ ଏହି ଆନ୍ଦେଳନ ବେଳେ ପ୍ରାଣ ହରାଇଛନ୍ତି ଜଣେ କୃଷକ। ବିକ୍ଷୋଭ କରୁଥିବା ବେଳେ ହୃଦ୍‌ଘାତରେ…

ସନ୍ଦେଶଖାଲି ମାମଲା: ଶୁଣିଲେନି ସୁପ୍ରିମକୋର୍ଟ

ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହି ମାମଲାରେ ସେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏଥିସହ ମାମଲାରେ ଏସ୍‌ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି। ସନ୍ଦେଶଖାଲି ମାମଲାରେ ସିବିଆଇ ବା…

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଯଥାଶୀଘ୍ର ଖୋଲିବାକୁ ଦାବି କଲା ଆପ୍ ୟୁଥ୍ ଟିମ୍

ପୁରୀ: ପୂର୍ବ ପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଦାବି କରିଛି ଆପ୍ ୟୁଥ୍ ଟିମ୍ । ଯାହାକୁ ନେଇ ଆଜି ଆପ୍ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ…

ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଢ଼ିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଠନ କଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଠାରୁ ପୂରାପୁରି ଅଲଗା ହୋଇଯାଇଛନ୍ତି। ସେ ନିଜର ଏକ ନୂଆ ଦଳ ଗଠନ କରିଛନ୍ତି। ତାଙ୍କ ଦଳର ନାଁ…