କ୍ୟୁନେଟିକ୍ ଟେକ୍ନୋ ମେଡିକାଲ ଫାଉଣ୍ଡେସନ ତରଫରୁ ଦୁଇବର୍ଷିଆ ମେଡିକାଲ ଲାବୋରୋଟାରୀ ଟେକ୍ନିକ୍ ପାଠ୍ୟକ୍ରମର ଶୁଭାରମ୍ଭ
ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ୧୬ନମ୍ବର ଜାତୀୟ ରାଜପଥ ନିକଟସ୍ଥ ପାହାଳରେ ଅବସ୍ଥିତ କ୍ୟୁନେଟିକ୍ ଟେକ୍ନୋ ମେଡିକାଲ ଫାଉଣ୍ଡେସନ ତରଫରୁ ଦୁଇବର୍ଷିଆ ମେଡିକାଲ ଲାବୋରୋଟାରୀ ଟେକ୍ନିକ୍ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ…
