ହେମନ୍ତଙ୍କୁ ଗିରଫ ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା

ନୂଆଦିଲ୍ଲୀ: ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବା ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ମମତା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି…

ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ

ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ…

ପ୍ରଶାନ୍ତ କିଶୋରଙ୍କୁ ପଦଯାତ୍ରା ପାଇଁ କିଏ ଦେଉଛି ଟଙ୍କା?

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ‘ଜନ ସ୍ବରାଜ ପଦଯାତ୍ରା ପାଇଁ ଅର୍ଥ କେଉଁଠୁ ଆସୁଛି? ଏହି ପ୍ରଶ୍ନ ଉପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ପ୍ରଥମ ଦିନରୁ ଆମେ ପଦଯାତ୍ରା କରୁଛୁ, ଏଥିପାଇଁ ଆମକୁ ଟଙ୍କା କେଉଁଠୁ ମିଳୁଛି ବୋଲି…

ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ଜେଲ ହାଜତକୁ ପଠାଇଲେ ଅଦାଲତ, ଆସନ୍ତାକାଲି ନେବେ ରିମାଣ୍ଡ ନିଷ୍ପତି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ସକାଳେ ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇ ଗୋଟିଏ ଦିନ ପାଇଁ ବିଚାର…

କଂଗ୍ରେସ ସାଂସଦଙ୍କ ‘ଅଲଗା ଦେଶ’ ବୟାନକୁ ନେଇ ବିବାଦ

ବେଙ୍ଗାଲୁରୁ : ବିବାଦରେ କଂଗ୍ରେସର ଲୋକସଭା ସାଂସଦ ଡିକେ ସୁରେଶ। ସେ ଦେଇଥିବା ଅଲଗା ଦେଶ ବୟାନକୁ ନେଇ ବିବାଦ ଦେଖାଯାଇଛି। କେନ୍ଦ୍ର ଠାରୁ କର୍ଣ୍ଣାଟକା ଆବଶ୍ୟକ ପାଣ୍ଠି ପାଉନାହିଁ। ତେଣୁ ଦକ୍ଷିଣ ଭାରତ ପାଇଁ ଅଲଗା ଦେଶ ଗଠନ ଦାବି…

ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପାଇ ସୋରେନ, କିନ୍ତୁ ଶପଥ ଉତ୍ସବ ପାଇଁ ଏଯାଏ ମିଳିନି ସମୟ

ରାଞ୍ଚି : ଝାରଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ନୂଆ ଟ୍ୱିଷ୍ଟ ଆସିଛି। ସରକାର ଗଠନ ପାଇଁ ଜେଏମଏମର ବରିଷ୍ଠ ନେତା ଚମ୍ପାଇ କାଲି ଠାରୁ ଦାବି କରି ଆସୁଥିଲେ ହେଁ ତାଙ୍କୁ ଏଯାଏ ଏଥିପାଇଁ ସମୟ ମିଳିନି। ଝାରଖଣ୍ଡର ମୁଖ୍ୟମନ୍ତ୍ରୀ…

ଅବସର ପୂର୍ବରୁ ବାରାଣସୀ ବିଚାରପତିଙ୍କ ଶେଷ ରାୟ ଥିଲା ଜ୍ଞାନବାପିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବା

ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦରେ ହିନ୍ଦୁ ପକ୍ଷଙ୍କୁ ପୂଜାପାଠ ପାଇଁ ଅନୁମତି ଦେବା ବିଚାରପତିଙ୍କ କ୍ୟାରିୟରର ଅନ୍ତିମ ରାୟ ଥିଲା। ଅବସର ପୂର୍ବରୁ ବାରାଣସୀ ଜିଲ୍ଲା ଓ ସେସନ ଜଜ୍‌ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱେଶାଙ୍କ ପାଇଁ ଗତକାଲି ଥିଲା ଶେଷ…

ମନରେଗା ପାଇଁ ୮୬ ହଜାର କୋଟି, ଆୟୁଷ୍ମାନ ଭାରତକୁ ୭୫୦୦ କୋଟି

ନୂଆଦିଲ୍ଲୀ:କାମଚଳା ବଜେଟରେ କିଛି ନିର୍ଦ୍ଦିଷ୍ଟ ସରକାରୀ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ମନରେଗା ଓ ଆୟୁଷ୍ମାନ ଭାରତ ଭଳି ଯୋଜନାର ବଜେଟକୁ ଏଥର ବୃଦ୍ଧି କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ପାଇଁ ୮୬ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।…

ଦେଶର ବିକାଶକୁ ଗତି ମିଳିବ: ବଜେଟ୍ ଉପରେ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ। ଯୁବ, କୃଷକ, କ୍ଷୁଦ୍ର ଉଦ୍ୟୋଗପତି ଓ ମହିଳାଙ୍କ ପାଇଁ ଏହି…

କାମଚଳା ବଜେଟ ଉପସ୍ଥାପିତ : ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ୨୦୨୪-୨୫ ବର୍ଷ ଲାଗି କାମଚଳା ବଜେଟ୍ ଉପସ୍ଥାପିତ କରିଛନ୍ତି | ବଜେଟରେ  ଟିକସ ସ୍ଲାବ ହ୍ରାସ ହୋଇ ନଥିବା ବେଳେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ୨୦୪୭ ସୁଦ୍ଧା ଭାରିତକୁ ବିକଶିତ ରାଷ୍ଟ୍ରରେ…