ମହୁଆ ମୋଇତ୍ର ଓ ଦର୍ଶନ ହୀରାନନ୍ଦାନିଙ୍କୁ ସମନ ପଠାଇଲା ଇଡି

ଟିଏମସି ନେତ୍ରୀ ମହୁଆ ମୋଇତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଏବେ ଉଭୟଙ୍କୁ ୨୮…

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ମାଲକାନଗିରି : ପୋଲିସ୍- ମାଓବାଦୀ ଗୁଳି ବିନିମୟ । ୬ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଗଡର ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । ପୋଲିସ୍ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା…

ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ମହଙ୍ଗା ପଡ଼ିଲା, ସ୍ୱାମୀ ଦେବେ ୩ କୋଟି କ୍ଷତିପୂରଣ

ଆମେରିକାରେ ରହି ଭାରତରେ ଛାଡ଼ପତ୍ର ପାଇଁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଘରୋଇ ହିଂସା ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇଛି। ସେହିପରି ହନିମୁନ ବେଳେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ଶାରୀରିକ ଦୁର୍ବବ୍ୟବହାର ସହ…

ଶଙ୍ଖ ଧରିଲେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ଭୁବନେଶ୍ବର: ଦୀର୍ଘ ଦିନ ଧରି ଚର୍ଚ୍ଚାର ଅନ୍ତ ଘଟିଲା । ଶଙ୍ଖ ଧରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ।…

କର୍ଣ୍ଣାଟକା କଂଗ୍ରେସରେ ବିଦ୍ରୋହ, ପାର୍ଟି ଛାଡ଼ିବାକୁ ଧମକ ଦେଲେ ୭ ବିଧାୟକ

ପରିବାରବାଦକୁ ନେଇ କର୍ଣ୍ଣାଟକା କଂଗ୍ରେସରେ ଦେଖାଦେଇଛି ସାଂଘାତିକ ଝଡ଼ । ସ୍ଥିତି ଏପରି ହୋଇଛି ଯେ, ରାଜ୍ୟର ୭ ବିଧାୟକ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି। ଏଥିସହ ଆମେ ଗୋଟିଏ ପରିବାରର ଚାକର ହୋଇ ପାରିବୁନି ବୋଲି ସେମାନେ ଖୋଲାଖୋଲି ଭାବେ…

ବାଇକକୁ ପିଟିଲା ବାଇକ; ଜଣେ ମୃତ, ୨ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ…

ଆଇପିଏଲ୍‌-୨୦୨୪: ପଂଜାବକୁ ୪ ୱିକେଟ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ୨୦୨୪ର ଷଷ୍ଠ ମ୍ୟାଚ୍‌ରେ ସୋମବାର ପଞ୍ଜାବ କିଙ୍ଗ୍ସ(ପିବିକେଏସ୍)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୪ ୱିକେଟ୍‌ରେ ପରାସ୍ତ କରିଛି। ସ୍ଥାନୀୟ  ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା।…

ବଜ୍ରାଘାତରେ ୩୨ ଛେଳି ମୃତ, ୩ ଛେଳିଚରାଳି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା: ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ହାତୀଖାଲ ଗ୍ରାମରେ ସୋମବାର ଅପରାହ୍‌ଣରେ ବଜ୍ରାଘାତରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଛି। ୩ ଜଣ ଛେଳିଚରାଳି ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନେ ହେଲେ ପପୁ ମହାଙ୍କୁଡ, ସାଇଶ୍ରୀ…

ବିଭିନ୍ନ ପଦପଦବୀ ପାଇଁ ବିଜେଡିରେ ନୂଆ ନିଯୁକ୍ତି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲା ପାଇଁ ବିଜେଡିର ନୂଆ ନିଯୁକ୍ତି । ରଞ୍ଜନ କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପବିତ୍ର ଭୁତିଆଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ବିଧାନସଭା କ୍ଷେତ୍ର ସଂଯୋଜକ ଭାବେ ମିଳିଛି ନିଯୁକ୍ତି ।…

୩ ଦିନରେ ୪ ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ପାରଦ । ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ । ଆଗାମୀ ୩ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି…