ତେଲେଙ୍ଗାନା ଫୋନ୍‌ ଟ୍ୟାପିଂ ମାମଲା: ଅଭିଯୁକ୍ତ ନମ୍ବର ୧ ହେଲେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ

ହାଇଦ୍ରାବାଦ: ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଫୋନ୍‌ ଟ୍ୟାପିଂ ମାମଲାରେ ଅଭିଯୁକ୍ତ ନମ୍ବର ୧ ଭାବେ ନାମିତ କରାଯାଇଛି। କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ପୂର୍ବ…

ଜିଦ୍ ଛାଡି ଭାରତ ସହିତ କଥାବାର୍ତ୍ତା କର: ମଇଜ୍ଜୁଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ ପରାମର୍ଶ

ମାଲେ: ଚୀନ୍ ସମର୍ଥକ ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ବର୍ତ୍ତମାନ ଦେଶର ଅବସ୍ଥା ବିଗିଡିବାରେ ଲାଗିଛି। ମାଳଦ୍ୱୀପ ଉପରେ ଋଣ ଭାର ବଢୁଛି ଏବଂ ଏଥିରୁ ଦେଶକୁ ସୁରକ୍ଷା ଦେବାରେ ମଇଜ୍ଜୁ କୌଣସି ଉପଯୁକ୍ତ ପଦକ୍ଷେପ…

ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଫେରାର୍‌, ଦୁଇ ଦିନ ହେଲା ଖୋଜୁଛି ବନ ବିଭାଗ

ଯାଜପୁର : କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର : ନନ୍ଦନକାନନରେ ନୂଆ ଅତିଥି। ଆଜି ରେୱା ସିଂହୀ ୩ଟି ଛୁଆକୁ ଜନ୍ମ ଦେଇଛି। ୩ଟି ଯାକ ସିଂହ ଛୁଆ ଅଣ୍ଡିରା ହୋଇଥିବା ସୂଚନା ମିଳିଛି। ତେବେ ଜନ୍ମ ଦେବା ପରେ ମାଆ ସିଂହୀ ରେୱା ୩ ଛୁଆଙ୍କୁ ଛାଡ଼ି…

ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହନୀର ପ୍ରସ୍ତୁତି

ଭୁବନେଶ୍ବର : ଓଡ଼ିଶା ଅଗ୍ନିଶମ ବାହନୀ ତରଫରୁ ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ। ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ। ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୁତୟନ ହେବେ ଲାଇଫ ବୟ। ତାଙ୍କ ପାଖରେ…

ଓଡ଼ିଶାର ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ରବିବାର ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି। ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ…

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ, ୫ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ। ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ…

ଲେହରେ ଯବାନଙ୍କ ସହିତ ହୋଲି ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ

ଆଉ ଗୋଟେ ଦିନ ପରେ ରଙ୍ଗର ପର୍ବ ହୋଲି । ତେଣୁ ଏବେ ସାରା ଦେଶରେ ହୋଲିର ମାହୋଲ ଦେଖିବାକୁ ମିଳୁଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଲେହରେ ବୀର ଯବାନଙ୍କ ସହ ହୋଲି…

ପୁଅର ଟାଙ୍ଗିଆ ଚୋଟରେ ବାପାମା’ ମୃତ

ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ଆକ୍ରମଣ କରି ତାଙ୍କ ବାପା ଓ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଗୁରୁଚରଣ ମୁଣ୍ଡା ଓ ପାଲି ମୁଣ୍ଡା। ଆଜି ସକାଳ ପ୍ରାୟ ୮ଟା…

ସିବିଆଇ ବିରୁଦ୍ଧରେ ନିର୍ବାଚନ ଆୟୋଗରେ ଫେରାଦ ହେଲେ ମହୁଆ

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବିରୁଦ୍ଧରେ ନିର୍ବାଚନ ଆୟୋଗରେ ଫେରାଦ ହୋଇଛନ୍ତି ତୃଣ ମୂଳ କଂଗ୍ରେସ ସାଂସଦ ପ୍ରାର୍ଥୀ ମହୁଆ ମୈତ୍ର। ସିବିଆଇ ମତେ ହଇରାଣ କରୁଛି, ଏଥିପାଇଁ ମୋ ନିର୍ବାଚନ ପ୍ରଚାର-ପ୍ରସାରରେ ବାଧା ସୃଷ୍ଟି ହେଉଥିବା ସେ ଅଭିଯୋଗ କରିଛନ୍ତି। ଗତକାଲି…