ପୋଲିସ କବଜାରେ କୋଟିପତି ଲୁଟେରା : ଭୁବନେଶ୍ୱରରେ ୫ ଫ୍ଲାଟ, ସୋରୋ ଅଂଚଳରେ ୩ ମହଲା ଘର

ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ  । ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ତାଠାରୁ ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ  । ତା ସହ ୭ କେଜି ରୂପା ଓ ୭…

ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି, କାରଣ ଖୋଜିବାକୁ ପହଞ୍ଚିଲେ ଡାକ୍ତରୀ ଦଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି । ବର୍ତ୍ତମାନ ସୁଦ୍ଧା ୧୩୧ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କ ଜୀବନ ଯାଇଛି । କିଛି ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମନାଙ୍କୁ ବୁର୍ଲା…

ଇଡି ହେପାଜତରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଲେ କେଜ୍ରିୱାଲ

ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଖରାଦିନ ଆସୁଥିବାରୁ ଲୋକଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ଇଡି ହେପାଜତରେ ଥାଇ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ…

ସମ୍ବଲପୁର ଦେଖିବ ବିଗ୍ ଫାଇଟ : ଧର୍ମେନ୍ଦ୍ର ବନାମ ପ୍ରଣବଙ୍କ ଭିତରେ ହୋଇପାରେ କଡ଼ା ମୁକାବିଲା

ଭୁବନେଶ୍ୱର: ସମ୍ବଲପୁର ଦେଖିବ ବିଗ୍ ଫାଇଟ । ୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ନବୀନ ନିବାସ ୱାର ରୁମରେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ…

ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର ଆତ୍ମହତ୍ୟା

କୋଇଡା: କଇଁ କଇଁ ହୋଇ କାନ୍ଦୁଛି ୪ ମାସର କୋମଳମତୀ ଶିଶୁଟି । ପ୍ରଥମେ ମା’ ଆଉ ଏବେ ବାପା । ହାତ ଧରାଧରି ହୋଇ ଚାଲିଗଲେ ବାପା, ମା’ । ଏବେ ଶିଶୁଟି ପୁରା ଏକା । ବିନା ଦୋଷରେ…

ଲୋକସଭା ନିର୍ବାଚନ: ଆଉ ୪୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ଆଉ ମାସେରୁ କମ୍ ସମୟ ଥିବା ବେଳେ ଶନିବାର କଂଗ୍ରେସ ପକ୍ଷରୁ ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୫ ଜଣଙ୍କ…

ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ, ୩ ଥର ପୋଲିସ ଉପରକୁ କରିଥିଲେ ମରଣାନ୍ତକ ଆକ୍ରମଣ

ବାଙ୍କୀ : କାବୁ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ କାବୁ କଲା ପୋଲିସ । ୩ ଥର ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ସରୋଜ ଦାସ। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ସରୋଜ।…

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଦେବଗଡ଼ ଓ ଗ୍ରାମାଞ୍ଚଳ କଟକରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ବା କମିସନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳରେ ଏସପି ପଦବୀରେ ପରିବର୍ତ୍ତନ କରିଛନ୍ତି। ଅଣକ୍ୟାଡର ଅଫିସର ରାମ ପ୍ରସାଦ ସାହୁ ଓ ମିହିର କୁମାର ପଣ୍ଡାଙ୍କୁ ଏସପି ପଦରୁ ବଦଳି କରିବାକୁ ନିର୍ବାଚନ…

ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଅପରିପକ୍ୱତାର ପରିଚୟ ଦେଇଛନ୍ତି: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ: କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ଏତେ ବର୍ଷ ଦଳରେ ରହି ବିଜେଡି ଛାଡ଼ିବା ଭର୍ତ୍ତୃହରି ଙ୍କ ଅପରିପକ୍ୱତାର ପରିଚୟ। ବିଜେପି ଟିକେଟ୍ ଆଶାରେ…

ଉନ୍ନୟନ କାର୍ଯ୍ୟ ନେଇ ଗ୍ୟାରେଣ୍ଟି କାର୍ଡ ଖେଳିଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି କଂଗ୍ରେସ ଭବନ ଠାରେ କଂଗ୍ରେସର ୯ ଟି ଗ୍ୟାରେଣ୍ଟି କାମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ଯାହା ରକିନାହାନ୍ତି…