ଅଗ୍ନି-୫ର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରତିରକ୍ଷା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍। ଅଗ୍ନି-୫ର ହେଲା ସଫଳ ପରୀକ୍ଷଣ। ଓଡ଼ିଶାରେ ଡିଆର୍ଡିଓକୁ ମିଳିଛି ଐତିହାସିକ ସିଫଳତା। ପ୍ରତିରକ୍ଷା କ୍ଷେତ୍ରର ବିରଳ କ୍ଲବରେ ସାମିଲ ହୋଇଛି ଭାରତ। ଏନେଇ ଡିଆର୍ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିଆର୍ଡିଓର ବୈଜ୍ଞାନିକଙ୍କୁ ସାବାସୀ…
