ମହାଶିବରାତ୍ରୀ: ବାଲୁକା କଳାରେ ୫୦୦ ଶିବଲିଙ୍ଗ ତିଆରି କଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ହେଉଛି ମହାଶିବରାତ୍ରୀ । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ବାଲିରେ ତିଆରି କରିଛନ୍ତି ଦେବ ଦେବ ମହାଦେବଙ୍କ ଏକ ବିରାଟ ପ୍ରତିମା । ଏହାସହ…
