April 2024

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନାମରେ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଦର୍ଶ ଆଚରଣବିଧି ଲାଗିଥିବା ସମୟରେ ବାଲେଶ୍ୱର ଭୋଗରାଇ ଅଂଚଳରେ ସୋଲାର ଲାଇଟ ଲଗାଉଥିଲେ ସାଂସଦ । ଏନେଇ ବିଜେଡିର ଏକ ଟିମ୍ ଆଜି ମୁଖ୍ୟ ନିର୍ବାଚନ…

ନିର୍ବାଚନୀ ବଣ୍ଡ: ପ୍ରଥମଥର ପାଇଁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ଅସାମ୍ବିଧାନିକ ବିବେଚିତ ହୋଇଥିବା ନିର୍ବାଚନୀ ବଣ୍ଡକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେବାକୁ ୨୦୧୭ରେ ଲାଗୁ ହୋଇଥିବା ନିର୍ବାଚନୀ ବଣ୍ଡକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ। ଏହାକୁ ନେଇ ବିରୋଧୀ କେନ୍ଦ୍ରରେ…

ଉତ୍କଳ ଦିବସରେ ରମ୍ଭା ରାଜପ୍ରାସାଦକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆ ରୂପ ପାଇଲା ରମ୍ଭା ରାଜପ୍ରାସାଦ । ଉତ୍କଳ ଦିବସରେ ରୂପାନ୍ତରିତ ରମ୍ଭା ରାଜପ୍ରାସାଦକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ଏହି ଭବ୍ୟ ପ୍ୟାଲେସ ଏବେ ରାଜପ୍ରାସାଦ ହୋଟେଲ ଏବଂ ପ୍ରଥମ ୱେଲନେସ…

RBIର ୯୦ ବର୍ଷ ପୂର୍ତ୍ତି ଅବସରରେ ୯୦ ଟଙ୍କିଆ କଏନ ଉନ୍ମୋଚନ

୯୦ ବର୍ଷରେ ପଦାର୍ପଣ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା RBI। ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି। ଏହି କଏନ ସମ୍ପୂର୍ଣ୍ଣ ରୁପାରେ ପ୍ରସ୍ତୁତ, ଯାହାର ଓଜନ…

ବିଜେଡିର ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲୋକ ମହାପାତ୍ର

ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ବଢୁଛି ରାଜନୈତିକ ବାକଯୁଦ୍ଧ । ପ୍ରାର୍ଥୀ ଚୟନକୁ ନେଇ ପୁଣି ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କହିଛି,୧୪୭ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପାଉନି । ଏମିତିକି ୮୦ ସିଟରେ ବି…

ନବୀନ ନିବାସରେ ବିଭିନ୍ନ ସଂଗଠନ ଏବଂ ସମର୍ଥକଙ୍କ ଭିଡ଼

ଭୁବନେଶ୍ବର: ନବୀନ ନିବାସରେ ବିଭିନ୍ନ ସଂଗଠନ ଏବଂ ସମର୍ଥକମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି। ନବୀନ ନିବାସରେ ଶ୍ରମିକ ସଂଗଠନର ବୈଠକ ଶେଷ ହୋଇଛି। ଓଡ଼ିଆ ଶ୍ରମିକ ସଂଗଠନ ଏଥର ନିର୍ବାଚନରେ…

କେଜ୍ରିୱାଲଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦେଲେ କୋର୍ଟ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫…

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ସକାଳୁଆ ହେଲା ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟସମୟକୁ ସକାଳ ୭ଟା ରୁ ୧୧ ଟା ୩୦ ଯାଏ…

ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ । ପୂର୍ବରୁ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ । କହିଛନ୍ତି, ସେଦିନ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ଵାଧୀନ ଭାବେ ଲଢ଼ିବି ବୋଲି କହିଥିଲି । ଏହାକୁ ମୁଁ…

ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଆଜି ଏ ନେଇ ନିଜେ ସନ୍ଧ୍ୟାବତୀ ସୂଚନା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।…