ରାସ୍ତା ପାଇଁ ଅଭିନବ ପ୍ରତିବାଦ; କାଦୁଅ ପଚପଚ ରାସ୍ତାରେ ଧାନ ରୋଇଲେ ଲୋକେ

ମାଲକାନଗିରି : ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ଗାଁ ଲୋକେ। କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଗାଁ ଲୋକ। ଏମିତି ଦୃଶ୍ୟ ଦେଖିବାକୁ…

ଚୋରାଚାଲାଣବେଳେ ୩୦ କୋଟି ଟଙ୍କାର ସୁନା-ରୂପା ଜବତ

ଭୁବନେଶ୍ବର : ବ୍ୟାଙ୍କରେ ଟଙ୍କା ଲୋଡ୍ କରୁଥିବା ଗାଡିରେ ସୁନା ଚୋରାଚାଲାଣ ହେଉଥିବାବେଳେ ଧରିଲା ସିଟିଜିଏସଟି ବିଭାଗ । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ୮୦ କେଜି ସୁନା ଓ ରୂପା…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ

ଭୁବନେଶ୍ୱର:ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ।…

ଆସିଲା ‘ସୁଭଦ୍ରା’ ଗାଇଡଲାଇନ; ଜାଣନ୍ତୁ କ’ଣ ରହିଛି ନିୟମ ?

ଭୁବନେଶ୍ବର : ସୁଭଦ୍ରା ଯୋଜନାର ଗାଇଡଲାଇନ ବା ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ଗାଇଡଲାଇନ ଅନୁସାରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ମହିଳାମାନେ ଏହି ଯୋଜନାରେ ଆବେଦନ…

ସାମ୍ନାକୁ ଆସିଲା ସନ୍ଦୀପ ଘୋଷର ବଡ଼ ଦୁର୍ନୀତି, ମୃତଦେହ ବ୍ୟବଚ୍ଛେଦ ଓ ଦେଖିବା ପାଇଁ ସମ୍ପର୍କୀୟଙ୍କଠାରୁ ନେଉଥିଲା ଟଙ୍କା

କୋଲକାତା : କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷର ବିନା ଇସାରାରେ ମେଡିକାଲରେ ପତ୍ରଟିଏ ବି ହଲୁ ନ ଥିଲା। ଯିଏ…

ମମତାଙ୍କ ‘ଦୁଷ୍କର୍ମ ପ୍ରସଙ୍ଗ’ ଚିଠିର କଡ଼ା ଜବାବ ଦେଲା କେନ୍ଦ୍ର

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସରକାର। ନିକଟରେ ସମଗ୍ର ଦେଶରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମମତା ଚିନ୍ତା ପ୍ରକଟ କରିଥିଲେ।…

ପାକିସ୍ତାନରେ ଘନଘନ ଆତଙ୍କବାଦୀ ଆକ୍ରମଣ: ପୁଣି ୯ ମୃତ, ରେଳ ଟ୍ରାକ ଓ ପୁଲିସ୍‌ ଷ୍ଟେସନ ଉଡ଼ାଇଲେ

ଇସଲାମାବାଦ : ଅଶାନ୍ତ ହୋଇ ଉଠିଛି ପାକିସ୍ତାନ। ଘନଘନ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ବଲୁଚିସ୍ତାନ। ପ୍ରଥମେ ଆତଙ୍କବାଦୀମାନେ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାର କିଛି ଘଣ୍ଟା ପରେ ସେହି…

ଅଭିନେତାଙ୍କୁ ଭିଆଇପି ସୁବିଧା: ୭ ଜେଲ୍‌ ଅଧିକାରୀ ସସ୍‌ପେଣ୍ଡ

ବେଙ୍ଗାଲୁରୁ : ଜେଲ୍ ଭିତରେ କନ୍ନଡ ଅଭିନେତା ଦର୍ଶନଙ୍କୁ ମିଳୁଛି ଭିଆଇପି ସୁବିଧା। ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କର୍ଣ୍ଣାଟକ ସରକାର। ଏହି ମାମଲାରେ ୭ ଜେଲ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଗତକାଲି…

ଲଦାଖକୁ ମିଳିଲା ୫ ନୂଆ ଜିଲ୍ଲା

ଶ୍ରୀନଗର : ଲଦାଖକୁ ମିଳିଛି ୫ ନୂଆ ଜିଲ୍ଲା। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଦାଖରେ ପାଞ୍ଚଟି ନୂଆ ଜିଲ୍ଲା ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଜନସ୍କର, ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ।…

ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର !

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ହିଜବୁଲର ଶିବିର ଉପରେ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି କାରଣରୁ ଅଶୋଧିତ ତୈଳ ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ଲୋବାଲ୍ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦…