୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ୍
ଝାଡଖଣ୍ଡ ରାଜନୀତିରେ ହଲଚଲ। ଲାଗିପାରେ ହେମନ୍ତ ସୋରେନ୍ଙ୍କୁ ବଡ଼ ଝଟ୍କା। ବିଦ୍ରୋହ ମୁଡ୍ରେ ଜେଏମ୍ଏମ୍ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ଏଭଳି କିଛି ଚର୍ଚ୍ଚା ଭିତରେ ଆଜି ୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ…
