ଆଦାନି ଗ୍ରୁପ ଉପରେ ପୁଣି ପଡ଼ିଲା ହିଣ୍ଡେନବର୍ଗର ପ୍ରଭାବ, ଶେଆର ବଜାରରେ 17% ହ୍ରାସ
ହିଣ୍ଡେନବର୍ଗ ରିପୋର୍ଟ ମଧ୍ୟରେ ଖସିଲା ଆଦାନି ଗ୍ରୁପ୍ ବ୍ୟବସାୟ। ଆଜି ଆଦାନି ଗ୍ରୁପର ଶେଆର 17% ହ୍ରାସ ପାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ଆଦାନୀ ପାୱାର 10.94% ହ୍ରାସ ପାଇଛି। ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ 5.27% ହ୍ରାସ ପାଇ 3,018.55…
