ଆପ୍‌ର ପ୍ରଚାର ମଙ୍ଗ ଧରିବେ ସିସୋଦିଆ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ନିକଟରେ ଜେଲରୁ ବାହାରିଥିବା ଆପର ନମ୍ବର ୨ ନେତା ମନୀଷ ସିସୋଦିଆଙ୍କୁ ଗୁରୁଦାୟିତ୍ୱ ମିଳିବ। ନିକଟରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ଓ ହରିୟାଣା ବିଧାନସଭା ନିର୍ବାଚର…

ଆଳୁ ମିଶନ ଫେଲ୍ ପଛର କାରଣ ଖୋଜନ୍ତୁ ସରକାର: ବିଜୟ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଲାଗି ନେଇ ରାଜ୍ୟ ସରକାର କାମ କରୁଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କିନ୍ତୁ ଅଲଗା କଥା କହିଛନ୍ତି। ସେ କହିଛନ୍ତି କି, ପୂର୍ବ ସରକାର ଆଳୁ ମିଶନ…

ଆଳୁ ଟ୍ରକ ଜଗିବାକୁ ସିସିଟିଭି ଲଗାଇଲା ପଶ୍ଚିମବଙ୍ଗ

କୋଲାକାତା: ପ୍ରଥମେ ଆଳୁ ଦେଲାନାହିଁ, ଆଉ ଏବେ ଯାହା ଯେମିତି ଆସୁଥିଲା ତାହା ଉପରେ ବି ଲଗାମ ଲଗାଇବାକୁ ଅଭିନବ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସୀମାରେ ଗଳା ବାଟଦେଇ ଆସୁଥିବା ଆଳୁ ଟ୍ରକକୁ ଜଗିବାକୁ ସିସିଟିଭି ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର…

ହିଣ୍ଡେନବର୍ଗ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଲା ଆଦାନି ଗ୍ରୁପ୍

ସେବି ମୁଖ୍ୟଙ୍କ ପରେ ହିଣ୍ଡେନବର୍ଗର ତଦନ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା ଆଦାନି ଗ୍ରୁପ୍। ହିଣ୍ଡେନବର୍ଗର ରିପୋର୍ଟ ଭିତ୍ତିହୀନ, ଜାଣିଶୁଣି ବଦନାମ କରିବା ଉଦ୍ଦେଶ୍ୟରେ କରାଯାଉଥିବା ଆଦାନି ଗ୍ରୁପ୍ ଅଭିଯୋଗ କରିଛି। ଏନେଇ ଆଦାନି ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରି…

ତାସ ଖେଳରୁ ହତ୍ୟାକାଣ୍ଡ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ

ଦେଓଗଡ଼ : ତାସ ଖେଳରୁ ହତ୍ୟାକାଣ୍ଡ । ଦେଓଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଗମ୍ୱାରିପାଳ ଗାଁରେ ତାସ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗମ୍ୱାରିପାଳ ଗାଁର ଅଜୟ ମୁଖି ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ମିଶି ତାସ ଖେଳୁଥିଲେ ।…

ପରମ୍ପରା ଅନୁଯାୟୀ ଆଜିଠୁ ରଥଭଙ୍ଗା କାମ ଆରମ୍ଭ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ଆଜିଠାରୁ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ…

ହିଣ୍ଡେନବର୍ଗ ଅଭିଯୋଗକୁ ସେବି ମୁଖ୍ୟଙ୍କ ଖଣ୍ଡନ

ହିଣ୍ଡେନବର୍ଗ ଅନୁସନ୍ଧାନର ନୂଆ ଖୁଲାସା ପରେ ପ୍ରତିକ୍ରିୟା ରଖିଛନ୍ତି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍। ହିଣ୍ଡେନବର୍ଗ ଅଭିଯୋଗ ଭିତ୍ତିହୀନ, ଏଥିରେ କୌଣସି ସତ୍ୟତା ନାହିଁ ବଦନାମ୍ କରିବାକୁ ଉଦ୍ୟମ କରାଯାଉଥିବା ମାଧବୀ…

ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ କରାଯିବ: ପୂର୍ତ୍ତ ଓ ଆଇନ ମନ୍ତ୍ରୀ

ଭୁବନେଶ୍ବର:୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି. କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଏନେଇ ରାଜ୍ୟ…

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ…

ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ପରଲୋକ

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟବର ସିଂହଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ନଟବର ସିଂହ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। କିଛି ଦିନ ତଳେ ତାଙ୍କୁ…