ପୁଣି ହିଜବୁଲ୍ଲା ଉପରେ ଇସ୍ରାଏଲର ଆକ୍ରମଣ, ନସରଲ୍ଲା ପରେ ଗୁଇନ୍ଦା ସୁରକ୍ଷାର ଟପ କମାଣ୍ଡର ମୃତ

ହିଜବୁଲ୍ଲାକୁ ଆଉ ଏକ ଝଟକା । ହିଜବୁଲ୍ଲା ପଛରେ ପଡିଯାଇଛି ଇସ୍ରାଏଲ ସେନା । ହିଜବୁଲ୍ଲାର ମୁଖ୍ୟ କମାଣ୍ଡର ହସନ ନସରୁଲ୍ଲାକୁ ହତ୍ୟା କରିବା ପରେ ପୁଣି ଜଣେ ଟପ୍‌ କମାଣ୍ଡରକୁ ହତ୍ୟା କରିଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣରେ ହିଜବୁଲ୍ଲା…

ଡିପଥେରିଆକୁ ନେଇ ମାଲକାନଗିରିରେ ଆତଙ୍କ

ମାଲକାନଗିରି: ମାଲକାନଗିରିରେ ଚିହ୍ନଟ ହେଲା ଡିପଥେରିଆ। ଡିପଥେରିଆ ରୋଗକୁ ନେଇ ମାଲକାନଗିରିରେ ଆତଙ୍କ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ପଞ୍ଚାୟତର ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ବ୍ୟାପିଛି ଡିପଥେରିଆ ରୋଗ। ଗତ ୧୩ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ଶିବ ମାଡକାମୀ(୧୧)ଙ୍କ ଠାରୁ…

ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ହେଲେ ଉପମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ। ଶେଷରେ ସତ ହେଲା ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନା। ତାମିଲନଡୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ…

ମନ କି ବାତ୍‌: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ

ଭୁବନେଶ୍ଵର: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥ ତମ ମନ କି ବାତ୍‌ । ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ…

ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଘିଅ ଯାଞ୍ଚ କରାଯାଉ : ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ

ପୁରୀ : ତିରୁପତିଙ୍କ ପ୍ରସାଦରେ ଅପମିଶ୍ରଣ ଅଭିଯୋଗ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦରେ ନିମ୍ନ ମାନର ଘିଅ ଏବଂ ବିଭିନ୍ନ ସାମଗ୍ରୀ ମିଶୁଥିବା ପ୍ରସଙ୍ଗ  l ମହାପ୍ରସାଦ ଯାଞ୍ଚ ନେଇ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ  l…

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ସଫା, ହେଡ୍‌ କନଷ୍ଟେବଳ ସହିଦ

ଜମ୍ମୁ-କଶ୍ମୀରରେ ପୁଣି ଏନ୍‌କାଉଣ୍ଟର। ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ସେହିପରି ଅତଙ୍କବାଦୀଙ୍କ ସହ ମୁକାବିଲା ବେଳେ ଜଣେ ହେଡ୍‌ କନଷ୍ଟେବଳ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀର କଠୁଆରେ ଶନିବାର ଘର ଭିତରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା।…

ନକ୍ସଲଙ୍କ ଆଇଇଡି ବିସ୍ଫୋରଣ: ୫ ଯବାନ ଆହତ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ଟେରାମ୍‌ ଗୁଡୁମ୍‌ ଗାଁ ଜଙ୍ଗଲରେ ନକ୍ସଲ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆହତ ସିଆରପିଫ୍‌ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।…

ଫେଲ୍ ମାରିଲା ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହେଲେ ରୋଗୀ

ଅନୁଗୁଳ : ନାବାଳକ ଟ୍ରଲିରେ ଶୋଇଛନ୍ତି । ଜ୍ବରରେ ତାଙ୍କ ଦେହ ହାତ ଥରୁଛି । ସେ ଘୋଡ଼ାଇ ମଧ୍ୟ ହୋଇଛନ୍ତି । ସେହି ଥର ଥର ଦେହରେ ଟ୍ରଲିରେ ଅସି ପହଞ୍ଚିଛନ୍ତି ମେଡିକାଲରେ । ଆପଣ ଭାବୁଥିବେ ଆଜିକାଲି ଟେକ୍ନୋଲୋଜି କେତେ…

ଜାତିସଂଘରୁ ପାକିସ୍ତାନକୁ ଚରମବାଣୀ, ଆତଙ୍କବାଦର ପରିଣାମ ଭୋଗିବାକୁ ପଡ଼ିବ

ଜାତିସଂଘରୁ ପାକିସ୍ତାନକୁ ଜୟଶଙ୍କରଙ୍କ ଚରମବାଣୀ। ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର। ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ,…

ଅକ୍ଟୋବର ୯ରେ ଖାତାକୁ ଯିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ଅପେକ୍ଷାର ଅନ୍ତ । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ଆସନ୍ତା ଅକ୍ଟୋବର ୯ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ଏନେଇ ପ୍ରଭାତି…