September 25, 2024

ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ…

ଅରବିନ୍ଦ କେଜ୍ରିୱାଲଙ୍କ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କରୁଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ବଡ଼ ଦାବି କରିଛନ୍ତି। ହିସାରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏଠାରେ ଆପ ବିନା ସରକାର…

ମ୍ୟାଲେରିଆ ନେଲା ୨ ଜଣଙ୍କ ଜୀବନ, ୫୦୦ ରକ୍ତ ନମୁନା ସଂଗୃହୀତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତରେ ମ୍ୟାଲେରିଆ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଇସିଂ ଗଣ୍ଡ (୧୮) ଓ ବିଷ୍ଣୁ ଗଣ୍ଡ (୨୦)। ସୂଚନା ଅନୁସାରେ ବଡ଼ପାରା ଓ ସାନପାରା ଗ୍ରାମରେ ଏବେ ୧୫ରୁ ଊର୍ଦ୍ଧ୍ବ…

ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳା ସାମିଲ ହୋଇସାରିଥିବାବେଳେ, ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । କିଛି ଦିନ…

ସ୍ପେଶାଲ ଘାଣ୍ଟ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ସ୍ପେଶାଲ ଘାଣ୍ଟ ଖାଇଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ବିଶ୍ଵନାଥ ସେଠୀଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମଧ୍ୟାହ୍ନ ଭୋଜନରେ ପଖାଳ ଭାତ, ଛତୁ ବେସର, ଆଳୁ ବାଇଗଣ ଭରତା, ଭେଣ୍ଡି ଭଜା,…

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଲା: ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) ଜମି ଦୁର୍ନୀତି ମାମଲାରେ ଫସିଥିବା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଏନେଇ ଆଜି କର୍ଣ୍ଣାଟକାର ଗୋଟିଏ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ଭରତପୁର ଥାନା ମାମଲା: ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା l କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର l ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟର ହାଜର କରିଛି କ୍ରାଇମବ୍ରାଞ୍ଚ । ତେବେ…

ରାହୁଲଙ୍କ ପାସପୋର୍ଟ ଜବତ କରନ୍ତୁ ସରକାର: ବିଜେପିର ଦାବି ନେଇ ଉତ୍ତର ଦେଲା କଂଗ୍ରେସ

ନୂଆଦିଲ୍ଲୀ: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବିବୃତିକୁ ନେଇ ବିବାଦ ଜାରି ରହିଛି। ବର୍ତ୍ତମାନ ରାଜସ୍ଥାନର ଚିତ୍ତୋରଗଡର ବିଜେପି ସାଂସଦ ସିପି ଯୋଶୀ ରାହୁଲ ଗାନ୍ଧୀଙ୍କ ପାସପୋର୍ଟ ଜବତ କରିବାକୁ ଦାବି କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ…

ନିଲମ୍ବିତ ସବ୍-ଇନ୍ସପେକ୍ଟରଙ୍କୁ ଗରିଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ନିଲମ୍ବିତ ସବ୍-ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ବିରୋଧରେ ଓଡିଶା ଭିଜିଲାନ୍ସ ଏକ ନୂଆ ମାମଲା ରୁଜୁ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ବିଜ୍ଞପ୍ତି ଅନୁଯାୟୀ ବିଞ୍ଝାରପୁର ଥାନାର ଏସଆଇ କେଶବ…

ସରକାର ଗଠନ ପାଇଁ ଦିନେ ବିଜେପି ନେତା ଘର ବାହାରେ ଅପେକ୍ଷା କରୁଥିଲେ: ମୁଫତି

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଏବେ ନିର୍ବାଚନୀ ମାହୋଲ ସରଗରମ ରହିଛି | ଦଳମାନେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି | ବିଜେପିକୁ ଟାର୍ଗେଟ କରି ପିଡିପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ…