ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସର୍ଭେ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ଆଜି ଶେଷ ହୋଇଛି। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦ୍ବିତୀୟ ଦିନରେ ଏହା ଶେଷ ହୋଇଛି। ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର…

ଏକଲବ୍ୟ ପୁରସ୍କାର ପାଇବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ

ଭୁବନେଶ୍ବର: ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ । ପ୍ରତ୍ୟାଶାଙ୍କୁ ୩୨ ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରିଛନ୍ତି ଜୁରୀ । ଜଣେ ଉଦୀୟମାନ ସନ୍ତରଣକାରୀ ଭାବେ ବହୁ ରେକର୍ଡ ସୃଷ୍ଟି କରିଥିବା ପ୍ରତ୍ୟାଶା ‘ଇମ୍ପାକ୍ଟ’ ପରିଚାଳିତ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚନ୍ଦ୍ରବାବୁଙ୍କୁ ‘ମିଛୁଆ’ କହିଲେ ଜଗନ

ତିରୁପତି ମନ୍ଦିର ଲଡ଼ୁ ମାଛ ତେଲ, ଘୁଷିରି ଓ ଗୋରୁ ଚର୍ବିରୁ ପ୍ରସ୍ତୁତ ହେଉଥିବା ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କହିଛନ୍ତି ପୂର୍ବତନ…

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି; ମୟୂରଭଞ୍ଜ ଗସ୍ତ ବାତିଲ୍‌

କେନ୍ଦୁଝର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ିପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କର ହେଲିକପ୍ଟର୍ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ ବାତିଲ ହୋଇଛି  । ସଡ଼କ ପଥରେ ଭୁବନେଶ୍ଵର ଫେରିଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର…

୨ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

ରାଉରକେଲା: ପୁଣି ଲଜ୍ଜା। ରାଉରକେଲାରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳିକା ଦୁଇ ଭଉଣୀ ଥିବା କୁହାଯାଉଛି। ବିଶ୍ରା ଛକ ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇ ନାବାଳିକା ରାଉରକେଲାକୁ ମାର୍କେଟିଂ କରିବାକୁ ବସ ଯୋଗେ ଆସିଥିଲେ। ଗତକାଲି ପ୍ରାୟ…

ଶ୍ୱଶୁରଙ୍କୁ ରଡରେ ପିଟି ହତ୍ୟା

ସ୍ୱାମୀ ନିର୍ଯାତନାରେ ଅତିଷ୍ଠ ପତ୍ନୀ ବାପ ଘର ଚାଲି ଯାଇଥିବା ବେଳେ ଆଉ ଶାଶୁ ଘର ଫେରିବାକୁ ମଙ୍ଗିଲେ ନାହିଁ। ଫଳରେ ପତ୍ନୀଙ୍କୁ ଫେରାଇ ଆଣିବାକୁ ଯାଇଥିବା ପତି ହିତାହିତ ଜ୍ଞାନ ହରାଇ ବସି ଘଟାଇଲେ ତୁମୁଳ କାଣ୍ଡ । ଅତ୍ୟଧିକ…

‘ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁଛନ୍ତି, ନବୀନଙ୍କ ଭଳି ଚୁପ୍ ନାହାନ୍ତି’

ଭୁବନେଶ୍ବର: ଭରତପୁର ଥାନା ଘଟଣାକୁ ନେଇ ଏବେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି କଂଗ୍ରେସ ଦାବି କରିଥିବା ବେଳେ ବିଜେଡି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି । ଖାଲି ସେତିକିରେ କଥା…

ଟ୍ରେନ୍ ଦୁର୍ଘଟଣା ଷଡ଼ଯନ୍ତ୍ର, ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ପୁଣି ଥରେ ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ହୋଇଛି ଷଡ଼ଯନ୍ତ୍ର। ପଥର ଖଣ୍ଡ, କାଠ ଓ ଲୁହା ପ୍ଲେଟ୍‌ ଏବେ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ପୁଣି ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ…

ମାଛ କରିଦେଲା ଲକ୍ଷପତି, ୯ଟି ମାଛର ଦାମ୍ ୧୫ଲକ୍ଷ ଟଙ୍କା

ଜଳେଶ୍ୱର : ମାଛ ପାଇଁ ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ମାଛ କରିଦେଲା ଲକ୍ଷପତି । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲ ରେ ଧରା ପଡ଼ିଥିଲା ଦାମିକିଆ ମାଛ…

କୋଇଲା ଖଣିରେ ବିସ୍ଫୋରଣ, ୫୧ ମୃତ

ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଇରାନର ଦକ୍ଷିଣ ଖୋରସାନାରେ ଏହି ବିସ୍ଫୋରଣ ହୋଇଛି। ସୂଚନା ଅନୁସାରେ, ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର…