ବାର୍ଡ ଫ୍ଲୁ ତଦନ୍ତ ନେଇ ଆସନ୍ତାକାଲି ଓଡ଼ିଶାକୁ ଆସିବେ ସେଂଟ୍ରାଲ ଟିମ୍‌

ଭୁବନେଶ୍ବର: ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।…

ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର

ଡେଙ୍ଗୁକୁ ମହାମାରୀ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ‘କର୍ଣ୍ଣାଟକ ମହାମାରୀ ରୋଗ ଅଧିନିୟମ ୨୦୨୦’ରେ…

ସନ୍ଧ୍ୟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ମନା

କଟକ : ସନ୍ଧ୍ୟା ୬ଟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରି ପାରିବେ ନାହିଁ । ମୁଖ୍ୟ ଫାଟକ ସମ୍ମୁଖରେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ବାହାର ଲୋକ ହଷ୍ଟେଲ ଭିତରେ ରହି ପାରିବେ ନାହିଁ ।…

‘ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ’

ଭୁବନେଶ୍ବର: ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଗୁଡିକୁ ସୁରକ୍ଷିତ ରଖିବାକୁ ରାଜ୍ୟସରକାରଙ୍କ ପ୍ରୟାସ । ଏଣିକି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) । ଏହାର ସହାୟତାରେ ଜନବସତି ମୁହାଁ ହେଉଥିବା ବନ୍ୟ ତଥା ହିଂସ୍ର ଜନ୍ତୁଙ୍କ…

ଆଉ ପିନ୍ଧିବାକୁ ପଡ଼ିବନି ଚଷମା, ଆଇ ଡ୍ରପ୍‌କୁ ଭାରତରେ ମିଳିଲା ଅନୁମତି

ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ପଢ଼ିବା ପାଇଁ ଆପଣଙ୍କୁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିବାକୁ ପଡ଼ୁଛି କି? ତା’ହେଲେ ଆଉ ଆପଣଙ୍କୁ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ। କାରଣ ଏହି ସମସ୍ୟାକୁ…

କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ: ଅବକାରୀ କମିଶନର

କଟକ: କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ଅବକାରୀ କମିଶନର…

ଓଡ଼ିଶାରେ ବିଜେପିର ସଦସ୍ୟତା ଗ୍ରହଣ ସମାରୋହ

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ – ୨୦୨୪ ଆରମ୍ଭ ହୋଇଛି। ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳର ସଦସ୍ୟତା ଗ୍ରହଣ କରିଚନ୍ତି । ମଞ୍ଚରେ ରାଜ୍ୟ…

୮ ଦିନିଆ ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ

କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଗତକାଲି ସିବିଆଇ ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଥିଲା। ଦୁର୍ନୀତି ମାମଲାରେ ସନ୍ଦୀପଙ୍କ ବ୍ୟତୀତ ଆଉ…

ରାଜ୍ୟରେ ଲାଗୁ ହେବ ପେଶା ଆଇନ

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପଞ୍ଚାୟତ ଏକ୍ସଟେନସନ ସିଡ୍ୟୁଲଡ ଏରିଆ(ପେଶା) ଆଇନ ୧୯୯୬ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ତେବେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ…

ବିଦ୍ୟାଳୟରେ ମାତାଲ ଶିକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଯାଜପୁର ଟାଉନ: ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଯିଏ ସେ ହେଉଛନ୍ତି ଗୁରୁ । ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି । ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ…