ଭୁବନେଶ୍ଵରରୁ ବ୍ରାଉନସୁଗାର ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଗିରଫ

ଭୁବନେଶ୍ବର: ଡିଲ୍‌ ବେଳେ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଅବକାରୀ ପୋଲିସ । ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଜବତ କଲା ଅବକାରୀ ପୋଲିସ । ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମୋଟ ୩ ଜଣଙ୍କୁ…

କଟକ ଦୁର୍ଗାପୂଜା ଓ ଗଣେଶ ପୂଜା ଭସାଣରେ ବାଜିବନି ଡିଜେ

କଟକ : କଟକରେ ବାଜିବନି ଡିଜେ । କଟକ ଦୁର୍ଗାପୂଜା ଓ ଗଣେଶ ପୂଜା ଭସାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ । କମ୍ ଶବ୍ଦରେ କେବଳ ସାଉଣ୍ଡ ବକ୍ସ ବାଜିବ । ୬ଟି ବକ୍ସ ବ୍ୟବହାର କରି ହେବ । ଶବ୍ଦ ପ୍ରଦୂଷଣ…

ହଷ୍ଟେଲ କୋଠରିରୁ ଆଇପିଏସଙ୍କ କନ୍ୟାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଲକ୍ଷ୍ମୌସ୍ଥିତ ରାମ ମନୋହର ଲୋହିୟା ନ୍ୟାସନାଲ ଲ ୟୁନିଭର୍ସିଟି ହ‌ଷ୍ଟେଲରୁ ଜଣେ ୧୯ବର୍ଷୀୟ ଛାତ୍ରୀଙ୍କ  ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ନାମ ଅନିକା ରସ୍ତୋଗି । ସେ ଏଲଏଲବିର ତୃତୀୟବର୍ଷର ଛାତ୍ରୀ ଥି‌ଲେ। ଅନିକା ରସ୍ତୋଗି ଆଇପିଏସ…

ବିଡିଏ ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର…

କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ । ଆଜି ଭୋର ୩ଟା ପର୍ଯ୍ୟନ୍ତ ତାଙ୍କ ଘରେ ରେଡ୍ ଚାଲିଥିଲା ।…

ମିଳିଲା ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ, ୧୭ ମୃତ ଦେହ ଉଦ୍ଧାର

ମସ୍କୋ: ଋଷିଆର ସୁଦୂର ପୂର୍ବାଞ୍ଚଳରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ବିମାନରେ ଥିବା ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲିକପ୍ଟରର ଭଗ୍ନାବଶେଷ ମଧ୍ୟ ଠାବ କରାଯାଇଛି ବୋଲି ରୁଷ୍ ଅଧିକାରୀମାନେ…

ବାର୍ଡ ଫ୍ଲୁ ସନ୍ଦେହ : ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କେନ୍ଦ୍ରାପଡ଼ା: ରାସ୍ତା କଡ଼ରୁ ମିଳିଲା ୪ ବସ୍ତା ମୃତ କୁକୁଡ଼ା । ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ପଡ଼ିଛି ୪ ବସ୍ତା ମୃତ କୁକୁଡା । ତେବେ କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ଏଯାଏଁ…

ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ, ୭ ଶିକାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ତମଣ୍ଡୋ କାଶିପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ପାଖରୁ ଜବତ । ଘଟଣାରେ ୭ ଜଣ ଶିକାରୀ ଗିରଫ ହୋଇଛନ୍ତି । ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ…

ବ୍ରାଜିଲରେ ବ୍ୟାନ୍‌ ହେଲା ‘X’

ବ୍ୟାନ୍‌ ହେଲା ମାଇକ୍ରୋବ୍ଲଗିଂ ସାଇଟ୍‌ 'ଏକ୍ସ' ବା ଟ୍ୱିଟର୍‌। ଶନିବାର ବ୍ରାଜିଲ ସରକାର ଏହା ଉପରେ ବ୍ୟାନ୍‌ ଲଗାଇଛନ୍ତି। ଫଳରେ ଏହା ବ୍ରାଜିଲରେ ଆଉ କାମ କରୁନି। ବର୍ତ୍ତମାନ ବ୍ରାଜିଲର ଉପଭୋକ୍ତାମାନେ 'X'ର ସେବା ବ୍ୟବହାର କରିପାରିବେ ନାହିଁ। ଉଭୟ ମୋବାଇଲ୍…

ନକଲି ପୋଲିସ ଅଫିସର ଗିରଫ

ଭୁବନେଶ୍ବର: ନକଲି ପୋଲିସ କୁ ବାନ୍ଧିଲା ଅସଲି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକ ରେ ଯୁବତୀ ମାନଙ୍କୁ ଫସାଇ ପ୍ରେମ ବିବାହ କରୁଥିଲେ । ଏଭଳି ଜଣେ ନକଲି ପୋଲିସକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ…