ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ରକେଟ୍‌ ମାଡ଼: ଜଣେ ମୃତ, ୫ ଆହତ

ଇମ୍ଫାଲ: ଗତ ଦେଢ ବର୍ଷ ଧରି ମଣିପୁରରେ ହିଂସା ଜାରି ରହିଛି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ବିଷ୍ଣୁପୁରର ମୋଇରଙ୍ଗ ଅଞ୍ଚଳରେ ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।…

‘ସୁଭଦ୍ରା’ଯୋଜନା ନିମନ୍ତେ ଆଧାର- ମୋବାଇଲ ଲିଙ୍କ ବାଧ୍ୟତାମୂଳକ ନୁହେଁ: ଜିଲ୍ଲାପାଳ

ମାଲକାନଗିରି : ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ଶୁକ୍ରବାର ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁଭଦ୍ରା ଫର୍ମ ଦାଖଲ କରିବା…

ଲାଲବାଗ ରାଜାଙ୍କୁ ୧୬ କୋଟି ଟଙ୍କାର ସୁନା ମୁକୁଟ ଦାନ କଲା ରିଲାଏନ୍ସ ଫାଉଣ୍ଡେସନ

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀରେ ଗଜାନନଙ୍କୁ ସ୍ୱାଗତ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ 'ଲାଲବାଗ ରାଜା'ଙ୍କ ପ୍ରତିମୂର୍ତ୍ତିରୁ ଏହି ପରଦା ହଟାଇ ଦିଆଯାଇଛି। ଏଥର ବାପ୍ପା ମାରୁନ ରଙ୍ଗର ପାଟବସ୍ତ୍ର ପିନ୍ଧିଥିବାବେଳେ ଏକ ସୁନା ମୁକୁଟ ପିନ୍ଧିଥିବା…

ଅଯଥା ଭିଡ଼ କରନ୍ତୁ ନାହିଁ କି ନିଜେ ହଇରାଣ ହୁଅନ୍ତୁ ନାହିଁ: ପ୍ରଭାତୀ ପରିଡା

ଭୁବନେଶ୍ୱର: ରାଜ୍ୟରେ ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ପରଠାରୁ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ ତ କେତେବେଳେ ଅନ୍ୟାନ୍ୟ ସମସ୍ୟା ଯୋଗୁ…

ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା, ୯ ଛାତ୍ରଛାତ୍ରୀ ନିଲମ୍ବିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ତରବୋଡ ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା । ୯ ଛାତ୍ରଛାତ୍ରୀ ନିଲମ୍ବିତ । ନିଲମ୍ବନ କଲେ ଅଧ୍ୟକ୍ଷ । କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନରୁ ଓହରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ସୂଚନା ଦେଇଛନ୍ତି…

ଜମ୍ମୁ-କଶ୍ମୀର ପାଇଁ ବିଜେପିର ଇସ୍ତାହାର ଜାରି

ଜମ୍ମୁ-କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ଆସନ୍ତା ୧୮ ତାରିଖରୁ ବିଧାନସଭା ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ…

ଭଦ୍ରକରେ ଟେକ୍ସଟାଇଲ ଓ ପାରାଦୀପରେ ମେଗା ଫିଡ କ୍ରାକର ପ୍ଲାଣ୍ଟ: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ l ଏଥିସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ l ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଆଇଓସିଏଲ ସହ ମିଳିତ ଭାବେ…

ରାଜଧାନୀରେ ମାତିଛନ୍ତି ଜମି ଜବର ଦଖଲକାରୀ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ରାଜଧାନୀରେ ମାତିଛନ୍ତି ଜମି ଜବରଦଖଲକାରୀ । ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଇନ୍ଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବର ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୁର୍ବୃତ୍ତ ।…

ପୁରୀ ବେଳାଭୂମିରେ ଅଜଣା କଣ୍ଟେନର: ମିଳିଲା ପରିଚୟ

ପୁରୀ: ପୁରୀ ବେଳାଭୂମିରେ ଠାବ ହୋଇଥିବା ଅଜଣା କଣ୍ଟେନର ର ମିଳିଲା ପରିଚୟ। ପୁରୀ ବେଳାଭୂମିରୁ ଠାବ କଣ୍ଟେନର୍ ଇଣ୍ଡୋନେସିଆ ଜାହାଜର ବୋଲି ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ। ସେ କହିଛନ୍ତି, ଏକ ଇଣ୍ଡୋନେସିଆ କମ୍ପାନୀ ଜାହାଜରୁ ୭ଟି କଣ୍ଟେନର୍‌…

କଂଗ୍ରେସରେ ମିଶିଲେ ଆପ୍‌ ବିଧାୟକ ଗୌତମ

ଦିଲ୍ଲୀରେ କ୍ଷମତାସୀନ ଆପ୍‌କୁ ଝଟକା ଲାଗିଛି। ଆଜି ଦଳର ବରିଷ୍ଠ ନେତା ତଥା ବିଧାୟକ ରାଜେନ୍ଦ୍ର ପାଲ ଗୌତମ କଂଗ୍ରେସରେ ସାମିଲ ହୋଇଛନ୍ତି। ଗୌତମ ଦିଲ୍ଲୀ ସରକାରେ ଏକଦା କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ କାମ କରୁଥିଲେ। ଉଭୟ ଆପ ଓ କଂଗ୍ରେସ ଇଣ୍ଡିଆ…