ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ
ଭବାନୀପାଟଣା ଭବାନୀପାଟଣାର ସୁପରିଚିତ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ବଲାଙ୍ଗୀରରେ ଏକ ସମ୍ବଲପୁରୀ ଆଲବମ୍ ଶୁଟିଂ କରିବାକୁ ଯାଇ ସେଠାରେ ଅସୁସ୍ଥତା ଅନୁଭବ କରିଥିଲେ। ଅଗଷ୍ଟ ୨୭…