ବିବାହ ବାହାନାରେ ଠକେଇ ଅଭିଯୋଗ, ଅଭିଯୁକ୍ତ ବିରଞ୍ଚି ନାରାୟଣ ଗିରଫ

ଭୁବନେଶ୍ବର: ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ବିରଞ୍ଜି ନାରାୟଣ ନନ୍ଦଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି। ଠକେଇ ଲିଙ୍କ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଲମ୍ବିଛି। ଠକ ଯୁବକ କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ…

ଆରଜି କର ହରର: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆନ୍ଦୋଳନକାରୀ ଡାକ୍ତର

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନ ଚଳାଇଥିବା ଜୁନୟର ଡାକ୍ତରମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେମାନେ ମାମଲାରେ ଉଭୟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ

ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ…

ରେସ୍ତୋରାଁ ମାଲିକ ଅର୍ଥମନ୍ତ୍ରୀଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ୍

ଜଣେ ରେସ୍ତୋରାଁ ମାଲିକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ ହେବାକୁ ନେଇ ତାମିଲନାଡୁ଼ରେ ରାଜନୀତି ଜୋର୍ ଧରିଛି। ବିଜେପି ସୋଶାଲ ମିଡିଆ ହ୍ୟାଣ୍ଡଲରେ ଏହି ସମୟର ଭିଡିଓ ପୋଷ୍ଟ କରିବା ପରେ ସମାଲୋଚନା କରିଥିଲେ ବିରୋଧୀ,…

ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ। ପ୍ରଥମ ମେସିନ୍ ଜନପଥରେ ସ୍ଥାପନ କରାଯିବ। ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୨୦ଟି ମେସିନ ସ୍ଥାପନ କରାଯିବ। ଯାହାଦ୍ବାରା ଡିଜିଟାଲ୍…

ଭାରତର ‘ମିଶନ ମୌସମ’: ଏଣିକି ପ୍ରଯୁକ୍ତି କରିବ ବର୍ଷା, ରୋକିବ ବଜ୍ରପାତ!

ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ଏହି ଟେକ୍ନୋଲୋଜି ମାଧ୍ୟମରେ…

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ କରାଯିବ ‘କାମଧେନୁ ଯୋଜନା’

ଭୁବନେଶ୍ୱର: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା l ଜାତୀୟ ମୌସୁମୀ ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା l…

ମା ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଭୋଗ

ଭବାନୀପାଟଣା: ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା…

ପୁଟିନଙ୍କ କଠୋର ଆଭିମୁଖ୍ୟ, ୬ ବ୍ରିଟିଶ କୁଟନୀତିଜ୍ଞଙ୍କୁ ବହିଷ୍କାର କଲେ

ମସ୍କୋ: ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ଶୁକ୍ରବାର ୬ ଜଣ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଗୁପ୍ତଚର ଅଭିଯୋଗରେ ବହିଷ୍କାର କରିଛି। ଋଷର ସରକାରୀ ଟିଭି ଏଫଏସବି ସୁରକ୍ଷା ସେବାର ଜଣେ ଅଧିକାରୀଙ୍କ ବୟାନକୁ ଉଦ୍ଧାର କରି ଏହି ରିପୋର୍ଟ କରିଛି । ଏଫ୍…

ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମସିର ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ଭୁବନେଶ୍ୱରରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି। ପରିମଳ, ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି ବିଏମସି ପକ୍ଷରୁ…