ଅକ୍ଟୋବରରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଅକ୍ଟୋବର ମାସରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ୨୦୨୩ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜୁଙ୍କର ଏହା ପ୍ରଥମ…

ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ମୃତ

ନୂଆଦିଲ୍ଲୀ : ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଦାବି କରାଯାଉଛି। ଶୁକ୍ରବାର ଇସ୍ରାଏଲ ସେନା ଲେବାନନର ରାଜଧାନୀ ବେରୁଟରେ ଥିବା ହେଜବୁଲ୍ଲାର ମୁଖ୍ୟାଳୟ ଉପରେ ବୋମା ମାଡ଼…

ଇସ୍ରାଏଲ ପାଇଁ ଭାରତ ବନ୍ଧୁ, ଇରାନ ଅଭିଶାପ- ଜାତିସଂଘରେ ୨ଟି ମାନଚିତ୍ର ଦେଖାଇ ଏପରି କହିଲେ ନେତାନ୍ୟାହୁ

ନୂଆଦିଲ୍ଲୀ : ଇସ୍ରାଏଲ-ହେଜବୋଲ୍ଲା ଯୁଦ୍ଧ ଚାଲିଥିବାବେଳେ ଜାତିସଂଘରେ ଭାରତକୁ ଭୂୟସୀ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ଜାତିସଂଘ ସାଧାରଣ ସଭା ବୈଠକରେ ପୋଡ଼ିୟମରେ ଛିଡ଼ା ହୋଇ ଦୁଇ ହାତରେ ୨ଟି ମାନଚିତ୍ର ଧରି ସମସ୍ତଙ୍କୁ ଦେଖାଇଥିଲେ। ଗୋଟିଏ…

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଲର୍ଟ, ଆକ୍ସନ ମୁଡ୍‌ରେ ପୁଲିସ

ମୁମ୍ବାଇ : ମୁମ୍ବାଇରେ ହୋଇପାରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଆକ୍ସନମୁଡ୍‌କୁ ଆସିଛି ପୁଲିସ। ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ…

ଅର୍ଥ ମନ୍ତ୍ରୀଙ୍କ ନାଁରେ ରୁଜୁ ହେବ ମାମଲା, କୋର୍ଟ ଦେଲେ ଆଦେଶ

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। ଏଥିନିମନ୍ତେ ବାଙ୍ଗାଲୁରର ଏକ କୋର୍ଟ ଦେଇଛନ୍ତି ଆଦେଶ । ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଭାବେ ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ ।…

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା, ₹୫୦୦ରେ ମିଳିବ ସିଲିଣ୍ଡର, ମହିଳାଙ୍କୁ ମାସକୁ ₹୨୦୦୦

ଚଣ୍ଡୀଗଡ଼ : ବିଧାନସଭା ନିର୍ବାଚନ ପାଇଁ ଆଜି ହରିୟାଣାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ଆଜି ଦଳ ପକ୍ଷରୁ ୪୦ ପୃଷ୍ଠା ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା…

ନେପାଳରେ ପ୍ରବଳ ବର୍ଷା; ୩୯ ମୃତ, ଏକାଧିକ ନିଖୋଜ

କାଠମାଣ୍ଡୁ : ନେପାଳରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ଏବଂ ଭୂସ୍ଖଳନ ଘଟି ୩୯ ଜଣଙ୍କର ମୃତ୍ୟୁ ଘଟିଲାଣି। ସୂଚନା ଅନୁସାରେ, ଗତକାଲି ନେପାଳର କିଛି ସ୍ଥାନରେ ପ୍ରବଳ…

କେରଳରେ ଦ୍ୱିତୀୟ MPox ରୋଗୀ ଚିହ୍ନଟ

ଭାରତରେ ବଢୁଛି MPox ମାମଲା । କେରଳରେ ଏବେ ଦ୍ୱିତୀୟ ମାମଲା ରିପୋର୍ଟ କରାଯାଇଛି । ରାଜ୍ୟର ଏର୍ନାକୁଲମ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ରୋଗୀଙ୍କୁ ହସ୍ପିଟାଲରେ ଆଇସୋଲେଟ୍‌ କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି…

ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ…

ରାହୁଲ ଗାନ୍ଧିକୁ ପ୍ରଶଂସା କଲେ ସୈଫ ଅଲୀ ଖାନ

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଖୋଲାଖୋଲି ଭାବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ଗାନ୍ଧି ଜଣେ ସାହାସୀ ରାଜନେତା ଭାବେ କେମିତି ସମାଲୋଚନାକୁ ହ୍ୟାଣ୍ଡେଲ କରିବାକୁ ହୁଏ ସେକଥା ଜାଣିଥିବା ସୈଫ…