ଦାଦନ ସମସ୍ୟା ଦୂରେଇବା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ଟାସ୍କଫୋର୍ସ

ଭୁବନେଶ୍ୱର: ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ…

‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଲୁଟି ଧରାପଡ଼ିଲେ ଠକ

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟି ଥିଲେ। ଏହି ଲୁଟ୍‌ର ଜଣେ ଠକକୁ ବାନ୍ଧିଛି କେନ୍ଦୁଝର ପୁଲିସ୍‌। ହେଲେ ମାଷ୍ଟରମାଇଁଣ୍ଡ ପାଖରେ ପହଞ୍ଚି ପାରିନି। ଗିରଫ ଅଭିଯୁକ୍ତଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ବିଭିନ୍ନ ସ୍ଥାନରେ…

କେନାଲରେ ବୁଡ଼ି ୭ ବର୍ଷର ବାଳକର ମୃତ୍ୟୁ

ସାଲେପୁର : କେନାଲରେ ବୁଡ଼ି ଜଣେ ୭ ବର୍ଷ ବାଳକର ମୃତ୍ୟୁ ଘଟିଛି | ଏମିତି ଅଘଟଣ ଘଟିଛି ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମରେ | ଆଜି ସକାଳେ ବାଲିଆପଦା ଗ୍ରାମର ସୁଶାନ୍ତ ସାହୁଙ୍କ ସାତ ବର୍ଷର ପୁଅ ଉମାକାନ୍ତ ସାହୁ ସ୍ଥାନୀୟ…

ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ବାବା ସିଦ୍ଦିକିଙ୍କ ପୁଅ!

ମହାରାଷ୍ଟ୍ରର ଭେଟରାନ ରାଜନେତା ବାବା ସିଦ୍ଦିକିଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ପର୍କରେ ବଡ଼ ତଥ୍ୟ ମିଳିଛି। ବାବା ସିଦ୍ଦିକିଙ୍କ ପୁଅ ତଥା…

କବାଡି ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ଯାଚ।  ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ  ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି  ।  ମୃତ ଖେଳାଳି ଜଣଙ୍କ …

ଘରୋଇ ହସ୍ପିଟାଲରେ ଉତ୍ତେଜନା; ସାମ୍ବାଦିକ ଓ ସୁରକ୍ଷାକର୍ମୀ ହାତାହାତି

ଘରୋଇ ହସ୍ପିଟାଲରେ ଉତ୍ତେଜନା। ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି। ଜଣେ ଅଟୋଚାଳକ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବାବଦରେ ବିଏସକେୱାଇରେ ଥିବା ସମସ୍ତ ଅର୍ଥ ଶେଷ ହେବା ପରେ ତାଙ୍କୁ…

ମୁମ୍ବାଇ ଯାତ୍ରୀଙ୍କ ପାଇଁ ଖୁସି ଖବର, ଟୋଲ୍-ଫି ଛାଡ଼ କଲେ ସିନ୍ଦେ ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାର କରିଛନ୍ତି ବଡ଼ ଘୋଷଣା। ଆଜି ମଧ୍ୟରାତ୍ର ପରଠାରୁ ସମସ୍ତ ପ୍ରକାର ହାଲୁକା ଯାନ ପାଇଁ ଟୋଲ୍-ଫି ଛାଡ଼ କରିଛନ୍ତି ଏକନାଥ ସିନ୍ଦେ ସରକାର। ମୁମ୍ବାଇର ସମସ୍ତ ପାଞ୍ଚଟି ଟୋଲ୍ ବୁଥରେ ଏହି ନିୟମ କାର୍ଯ୍ୟକାରୀ…

ଦଳ ଛାଡି ଚାଲିଯାଆନ୍ତୁ ଅମର : ଲେନିନ ମହାନ୍ତି

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା…

ଓଲିଉଡରେ ନୂଆ ରେକର୍ଡ: ୫ ଦିନରେ ‘କର୍ମ’ କଲା ୨.୨୧ କୋଟି ଟଙ୍କାର ବ୍ୟବସାୟ

ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ପ୍ରଥମ ଦିନରୁ ହିଁ  ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ଏହାପରେ ବି ଏହାର କ୍ରେଜ୍ ବଢିବାରେ ଲାଗିଛି। ଗୋଟିଏ ପରେ  ଗୋଟିଏ ରେକର୍ଡ ବି କରିବାରେ ଲାଗିଛି।…

ଏଥର ରାଜଧାନୀରେ ଫୁଟିବନି ବାଣ

ଏଥର ରଜଧାନୀରେ ଫୁଟିବନି ବାଣ। ବାଣ ତିଆରି ଓ ବିକ୍ରି ଉପରେ ବ୍ୟାନ୍‌ ଲାଗିଇଲେ ଦିଲ୍ଳୀ ସରକାର। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବ ବର୍ଷ ଭଳି ଏଥର ବି ଦିଲ୍ଳୀରେ ବାଣ…