ଅକ୍ଟୋବର ୧୭ରେ ହରିୟାନାର ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ

ନୂଆଦିଲ୍ଲୀ : ହରିୟାନାରେ ସମସ୍ତ ଜନମତ ସର୍ବେକ୍ଷଣକୁ ଭୁଲ୍‌ ପ୍ରମାଣିତ କରି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୋନୀ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

ମା’ ସହ ଚାଲି ଚାଲି ଯାଉଥିଲା ୮ ବର୍ଷର ଝିଅ, ଝାମ୍ପି ନେଇ ମାରିଦେଲା କଲରାପତରିଆ

ନୂଆଦିଲ୍ଳଈ : ମା’ର ଆଖି ସାମ୍ନାରେ ଜନ୍ମ କଲା ଝିଅକୁ ମାରି ଦେଇଛି ଗୋଟିଏ କଲରାପତରିଆ। ୮ ବର୍ଷର ଝିଅଟି ବେଶ ହସଖୁସିରେ ମା’ର ହାତ ଧରି ଚାଷ ଜମିକୁ ଚାଲି ଚାଲି ଯାଉଥିଲା। ହେଲେ ବୁଦା ନିକଟରେ ଲୁଚି ବସିଥିବା…

ଓଡ଼ିଶା ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ, ରାସ୍ତା କଡ଼ରୁ ଉଦ୍ଧାର କଲା ପୁଲିସ୍‌

ନୂଆଦିଲ୍ଲୀ :ଦେଶରେ ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ କାଣ୍ଡ। ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦିଲ୍ଲୀରେ କରାଯାଇଛି ଦୁଷ୍କର୍ମ। ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ମଧ୍ୟ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ପୁଲିସ୍‌ ତାଙ୍କୁ ଅର୍ଦ୍ଧ…

ବାଂଲାଦେଶର ହିଂସା ହିନ୍ଦୁଙ୍କ ପାଇଁ ଶିକ୍ଷା: ମୋହନ ଭାଗବତ

ନୂଆଦିଲ୍ଲୀ : ଧର୍ମ ଭାରତର ସତ୍ତ୍ବ। ଧର୍ମ ହେଉଛି ଭାରତର ଆତ୍ମା। ଏହା ହିଁ ଆମର ପ୍ରେରଣା। ବିଜୟା ଦଶମୀରେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS)ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ…

ଜାତିସଂଘ ଶିବିର ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଭାରତର ଚିନ୍ତା

ନୂଆଦିଲ୍ଲୀ: ଜାତିସଂଘ ଶାନ୍ତିସେନା ରହୁଥିବା ଶିବିରଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନୂଆଦିଲ୍ଲୀ କହିଛି । ସୂଚନା ଅନୁସାରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ଥିବା ଜାତିସଂଘର…

ନାବାଳିକାକୁ ଟ୍ୟୁସନ ସାରଙ୍କ ଦୁଷ୍କର୍ମ ଅଭିଯୋଗ

ଖୋର୍ଦ୍ଧା : ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜନକ ଘଟଣା  l ଜଣେ ନାବାଳିକା  7 ମ ଶ୍ରେଣୀ ଛାତ୍ରୀକୁ ସ୍କୁଲ ଗୃହରେ ଦୁଷ୍କର୍ମ କରିଛି ଟିଉସନ ମାଷ୍ଟର  l  ଏନେଇ ପୀଡିତାର ମା’ ନାଚୁଣୀ ଥାନା…

ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀଙ୍କ ପୀଠ, ପଡ଼ିଲା ୧୦ ହଜାର ପଶୁବଳି

ଭବାନୀପାଟଣା: ସଂପନ୍ନ ହେଲା ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଥିଲା। ତେବେ ଏଥର ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଦିଆଯାଇଥିବା ସୂଚନା ମିଳିଛି। କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ…

ଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ

ସେନାରୁ ଆସିଛି ଦୁଃଖଦ ଖବର। ଅଭ୍ୟାସ ବେଳେ ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି। ଗୁଳି ଚଳାଇବା ପାଇଁ ଅଭ୍ୟାସ ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ରର ନାଶିକର ଆର୍ଟିଲେରୀ ସେଣ୍ଟରରେ ଅଗ୍ନିବୀରଙ୍କ ଅଭ୍ୟାସ ଚାଲିଥିଲା। କିପରି…

୪ ପୁରସ୍କାର ଘୋଷିତ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନକ୍ସଲ ଦମନ ନେଇ ଚାଲିଥିବା ଅପରେସନରେ ପୁଲିସ ସଫଳତା ପାଉଥିବା ବେଳେ ଏବେ ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ନକ୍ସଲମାନେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ…

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ପୁରୀ: ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ।…