ଆରଆଇ, ଅମିନ ପରୀକ୍ଷା ବାତିଲ କରିବାକୁ ଦାବି, ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ

ଭୁବନେଶ୍ୱର,୧୦।୧୦: ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବିକୁ ନେଇ ଆଶାୟୀ ଜୋରଦାର ଆନ୍ଦୋଳନ କରୁଛନ୍ତି। କଟକରେ ପ୍ରତିବାଦ କରି ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଆଶାୟୀ କାଠଯୋଡ଼ି ନଦୀରେ ଭସାଇଥିବା ଦେଖିବାକୁ ମିଳିଛି। ପରୀକ୍ଷା ବାତିଲ ସହ ପୁନଃ ପରୀକ୍ଷା…

ହାନ୍‌ କାଙ୍ଗ୍‌ ପାଇବେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର

ସିଓଲ,୧୦ା୧୦: ଦକ୍ଷିଣ କୋରିଆ ଲେଖକ ହାନ୍‌ କାଙ୍ଗ୍‌ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ | ଏହି ପୁରସ୍କାର ସ୍ବିଡେନ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ଏହାର ମୂଲ୍ୟ ୧.୧ ମିଲିୟନ ଡଲାର। ହାନ୍‌ କାଙ୍ଗ ୧୯୭୦ରେ ଦକ୍ଷିଣ…

ଇକେୱାଇସି ଅପଡେଟ୍‌‌ ସରିଲେ ନୂଆ ରାସନ କାର୍ଡ ବଣ୍ଟନ- ମନ୍ତ୍ରୀ

ଭୁବନେଶ୍ବର : ରାସନ କାର୍ଡରେ ଇକେୱାଇସି ଅପଡେଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯେଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପାଖାପାଖି ୨କୋଟି ୩୦ଲକ୍ଷ ଇକେୱାଇସି ଅପଡେଟ୍‌‌ ସରିଲାଣି ଆଉ ୧କୋଟି ଲୋକଙ୍କ…

ମଣ୍ଡପରେ ଆଜି ମହାସପ୍ତମୀ ପୂଜା; ସୁନା, ରୁପା ମେଢ଼ରେ ଶୋଭା ପାଉଛନ୍ତି ମା’

କଟକ : ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଗତକାଲି ବିଲ୍ୱ ବରଣ ପରେ ଆଜି ପୂଜା ମଣ୍ଡପରେ ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛି। ଆଜି ପୂଜା ମଣ୍ଡପରେ ମାଆ ମହାସପ୍ତମୀ ପୂଜା। ଆଜି ବିଭିନ୍ନ…

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିଲେ; ପୁଲିସ କଲା ଏନକାଉଣ୍ଟର

ସମ୍ବଲପୁର : କନଷ୍ଟେବଲଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ହେଲେ କମଲୁ ପ୍ରଧାନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଗତ…

ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ବର : ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ । ଓଡ଼ିଶାର ଯାଜପୁରର କଳିଙ୍ଗନଗର…

ଅଶ୍ଳୀଳ ନାଚ ନାଚି ଚେୟାର ମାଡ଼ ଖାଇଲେ! ଥାନାରେ ଅଭିଯୋଗ କଲେ ନିଶା

ଯାଜପୁର : ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା ଥାନାରେ। ଷ୍ଟେଜ୍‌ରେ ତାଙ୍କ ଉପରେ ହୋଇଥିବା ଚେୟାର ମାଡ଼କୁ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚେୟାର ମାଡ଼ ପୂର୍ବରୁ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିବା ନିଶା ଏଫ୍‌ଆଇଆର୍‌ରେ…

ଭିଜିଲାନ୍ସ ଜାଲରେ SCB ମେଡିକାଲ ଡାଟାଏଣ୍ଟ୍ରି ଅପରେଟର

କଟକ : କଟକ ବଡ଼ ଡାକ୍ତରଖାନାରେ ଗୁରୁବାର ପଶିଛି ଭିଜିଲାନ୍ସ ଟିମ୍‌। ଲାଞ୍ଚ ନେବାବେଳେ ହେପାଟୋଲୋଜି ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ଜଣେ ଦରିଦ୍ର ରୋଗୀଙ୍କ ପୁଅଠାରୁ…

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ଏସସିବିରେ ​ରୋଗୀଙ୍କୁ ଫଳ ବାଣ୍ଟିଲେ ହାଇକୋର୍ଟ ମୁଖ୍ୟ ବିଚାରପତି‌

କଟକ: ଦେଶବ୍ୟାପୀ ପାଳନ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଗୁରୁବାର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମାନସିକ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ। ପ୍ରଥମେ ରୋଗୀମାନଙ୍କୁ…

ରତନ ଟାଟାଙ୍କୁ ‘ଭାରତ ରତ୍ନ’! ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାସ୍‌

ମୁମ୍ବାଇ : ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନିତ କରାଯାଉ। ଏଭଳି କିଛି ଦାବି ଭିତରେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ ରତ୍ନ ପୁରସ୍କାର ପାଇଁ ଶିଳ୍ପପତି ରତନ…