ୱାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡର ପ୍ରଶଂସା- ଭାରତର ଖାଦ୍ୟ ପ୍ରଣାଳୀ ପରିବେଶ ପାଇଁ ସବୁଠୁ ଭଲ
ନୂଆଦିଲ୍ଲୀ : ପ୍ରତ୍ୟେକ ଦେଶର ଖାଦ୍ୟ ପ୍ରଣାଳୀର ଏକ ସ୍ୱତନ୍ତ୍ରତା ଥାଏ। ଏ ସ୍ୱତନ୍ତ୍ରତାରେ ଭାରତ ପ୍ରଶଂସାର ପାତ୍ର ହୋଇଛି। କାରଣ ଭାରତୀୟମାନେ ଖାଉଥିବା ଖାଦ୍ୟ ପରିବେଶ ପାଇଁ ଖୁବ୍ ଅନୁକୁଳ ଆଉ ପୋଷଣୀୟ ମଧ୍ୟ। ଏକଥା ଆମେ କହୁନୁ, ୱାର୍ଲ୍ଡ…
