ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ୍ ; ୪ମୃତ

ଜୟପୁର: ମର୍ମନ୍ତୁଦ ଦୁର୍ଘଟଣା । ମାଡ଼ିଗଲା ଟ୍ରକ୍, ୪ମୃତ। ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ଠାରେ ଜାତୀୟ ରାଜପଥରେ ଏକ ବାଇକକୁ ମାଲବାହୀ ଟ୍ରକ ଧକ୍କା ଦେଇଥିଲା । ୪ ଜଣ ବାଇକରେ ଯାଉଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା ।…

କଂଗ୍ରେସକୁ ତାୱଡେଙ୍କ ନୋଟିସ୍

କଂଗ୍ରେସକୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୁପ୍ରିୟା ଶ୍ରୀନେଟ ଏବଂ ରାହୁଲ ଗାନ୍ଧିଙ୍କୁ ଏହି ନୋଟିସ୍ ପଠାଇଛନ୍ତି। ତାଙ୍କ ବିରୁଦ୍ଧରେ ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବାର ମିଛ ଅଭିଯୋଗ…

ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ

ଯାଜପୁର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ…

ନିର୍ବାଚନ ପୂର୍ବରୁ ଆପ୍‌ର ‘ରାବିଡି ପେ ଚର୍ଚ୍ଚା’, ଦେଲା ୭ ପ୍ରତିଶ୍ରୁତି

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ରାବିଡି ପେ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଏହି ପ୍ରଚାର କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦିଲ୍ଲୀବାସୀଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଦିଲ୍ଲୀର ଆପ୍‌ ସରକାର ବିଭିନ୍ନ…

ଆଦିବାସୀ ଝିଅକୁ ଅସଦାଚରଣ ଓ ବିଷ୍ଟା ଖୁଆଇବା ଘଟଣା, ଆଦିବାସୀ କର୍ମକର୍ତ୍ତାଙ୍କ ଏସପି ଅଫିସ ଘେରାଉ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଝିଅକୁ ଅସଦାଚରଣ ଓ ବିଷ୍ଟା ଖୁଆଇବା ଘଟଣାରେ ବଲାଙ୍ଗିର ପୋଲିସ ଉପରେ ବର୍ଷିଛି ଆଦିବାସୀ ସଙ୍ଘ  l  ଆଦିବାସୀ ଯୁବତୀ ଉପରେ ଅତ୍ୟାଚାର ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ…

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଟିଇଟି ୨୦୨୪ର ରେଜଲ୍ଟ । ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ ୱେବସାଇଟ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ରେଜଲ୍ଟ ଜାଣି ପାରିବେ । ଏଥିପାଇଁ ପରୀକ୍ଷାର୍ଥୀମାନେ…

ଶୁଫି ଧର୍ମପୀଠରେ ଆତଙ୍କୀ ହମଲା, ୧୦ ମୃତ

ଶୁଫି ଧର୍ମପୀଠରେ ହୋଇଛି ଆତଙ୍କବାଦୀ ହମଲା। ଜଣେ ଆତଙ୍କବାଦୀ ଆଫଗାନିସ୍ତାନର ନାହରିନ ସ୍ଥିତ ଶୁଫି ଧର୍ମପୀଠରେ ଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଧର୍ମପୀଠରେ…

ଧାନ କ୍ରୟକୁ ନେଇ ଉପମୁଖ୍ୟ ମନ୍ତ୍ରୀଙ୍କ ସମୀକ୍ଷା, ୨୪ରୁ ୪୮ ଘଣ୍ଟା ଭିତରେ ପଇସା ପାଇବେ

ଢେଙ୍କାନାଳ : ଢେଙ୍କାନାଳରେ ଜିଲ୍ଲାରେ ଧାନର କ୍ରୟକୁ ନେଇ ଉପ ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ହିସାବରେ ସମୀକ୍ଷା ବୈଠକ କରିଛନ୍ତି ପ୍ରଭାତୀ ପରିଡା ।  ଜାନୁଆରୀ ଆଠ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା । ସରକାରଙ୍କ ନିୟମ…

ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ

ଭଦ୍ରକ: ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବରପଦା ପେଟ୍ରୋଲ ପମ୍ପ ନିକଟରେ ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଆସୁଥିବା ଏକ ମୋଟର ସାଇକେଲକୁ ରକ୍ଷା କରିବାକୁ ଯାଇ ଅପର ପାର୍ଶ୍ବରେ ଛିଡା…

ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ

୨୦୨୧ରେ ତତ୍କାଳୀୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟି ଲାଞ୍ଚ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଗୌତମ ଆଦାନୀ। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି। SEC ଅଭିଯୋଗ କରିଛି ଯେ ଗୌତମ ଆଦାନୀ ୨୦୨୧ରେ…