ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
ସମ୍ବଲପୁର : ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ବଲପୁର ସଦର ଥାନା କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍ଭ୍ୟାନ୍କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।…
ସମ୍ବଲପୁର : ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ବଲପୁର ସଦର ଥାନା କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍ଭ୍ୟାନ୍କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।…
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଳପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଆଜି ବିଷ ପିଇ ଦେଇଛନ୍ତି। ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
କାମାକ୍ଷାନଗର : ଏ ଯୁବକଙ୍କ ନାଁ ହେଉଛି ଦେବୀଦତ୍ତ ମାହାପାତ୍ର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜଣେ ସମାଜସେବୀ ତଥା ପ୍ରୋଗ୍ରାମ ଆରେଞ୍ଜର । ଦେବୀଦତ୍ତଙ୍କ ମୃତ୍ୟୁକୁ ତିନି ସପ୍ତାହ ବିତି ଗଲାଣି l ଯେଉଁ ଭିଡିଓ ଆପଣମାନେ ଦେଖିଲେ ତାହା ମୃତ୍ୟୁ…
ଭୁବନେଶ୍ବର: ସାରା ଦେଶରେ ଚମକିବ ପିପିଲି ଚାନ୍ଦୁଆ । ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ଓଡିଶା କାରୀଗରୀଙ୍କ ହାତର କଳା । ପିପିଲି ଚାନ୍ଦୁଆକୁ ନେଇ ଏପରି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ…
କଟକ : କଟକ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ନୁହେଁ ବରଂ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ । ଏବଂ ସେହି ସପ୍ତମ ଅଭିଯୁକ୍ତ ଜଣଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ତାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ…
ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ…
ଭୁବନେଶ୍ବର : ଭୁବନେଶ୍ବରରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମିଲେଟ ଜାତୀୟ ଫସଲର ଉତ୍ପାଦନ…
ଭୁବନେଶ୍ବର: କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ? ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ମଉଡମଣି? ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା ।…
ମୁମ୍ବାଇ : ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପିର ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳ ତୁଙ୍ଗ…
ଟେକ୍ନୋଲୋଜି ସାହାଯ୍ୟରେ ଏବେ ସବୁ ସମ୍ଭବ । ଚୋର ମାନେ ଚୋରି କରୁଥିଲେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଚୋରଙ୍କୁ ଧରିବା ପାଇଁ ଏବେ AI ପାଲିସକୁ ସାହାଯ୍ୟ କରୁଛି । ଝାରସୁଗୁଡା ପୋଲିସକୁ ମିଳିଛି ବଡ ସଫଳତା ।…