ସାରା ରାଜ୍ୟରେ ପାଳିତ ହେଲା ପ୍ରଥମାଷ୍ଟମୀ, ଏଣ୍ଡୁରି ପିଠାର ମହକରେ ବାସିଲା ପୁରପଲ୍ଲୀ

ଭୁବନେଶ୍ବର : ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ପ୍ରଥମାଷ୍ଟମୀ | ବଡପୁଅ ବା ଝିଅମାନଙ୍କର ନୂଆ ବସ୍ତ୍ର ପରିଧାନ ସହିତ ଏଣ୍ଡୁରି ପିଠାର ମହକରେ ବାସିଲା ପୁରପଲ୍ଲୀ | ସୂଚନାଯୋଗ୍ୟ ମାର୍ଗଶୀର ମାସର ଅଷ୍ଟମୀ ତିଥୀ ପ୍ରଥମାଷ୍ଟମୀ…

୩୯ ହଜାର ଭୋଟରେ ଜିତିଲେ ହେମନ୍ତ ସୋରେନ

ରାଞ୍ଚି : ଝାଡ଼ଖଣ୍ଡରେ ସରକାର ଗଢିବାକୁ ଯାଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)। ହେମନ୍ତ ସୋରେନ ଇଡି କେସରେ ଫସିଥିଲେ ମଧ୍ୟ ଝାଡ଼ଖଣ୍ଡବାସୀ ତାଙ୍କୁ ପୁଣି ଥରେ ଭରସା କରିଛନ୍ତି। ବାରହେଟ ଆସନରୁ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ। ବିପକ୍ଷ ପ୍ରାର୍ଥୀ…

୭ମ ଥର ପାଇଁ ସଢ଼େଇକଳାରୁ ଜିତିଲେ ଚମ୍ପାଇ ସୋରେନ

ରାଞ୍ଚି : ଜେଏମଏମ ଛାଡ଼ି ବିଜେପିରେ ମିଶିଥିବା ଚମ୍ପାଇ ସୋରେନ ବିଧାନସଭା ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି। ନିଜ ଗଡ଼ ସଢ଼େଇକଳାରେ ପ୍ରଥମଥର ପାଇଁ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା ଚମ୍ପାଇ ୨୦ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି। ସେ…

ଜିତିଲେ ରାଜ୍ୟପାଳଙ୍କ ବୋହୂ, ହାରିଲେ ଓଡ଼ିଶାର କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର : ଝାରଖଣ୍ଡ ବିଧାସଭା ନିର୍ବାଚନରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଦମଦାର ବିଜୟ ହାସଲ କରିଛନ୍ତି। ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା ପୂର୍ଣ୍ଣିମା କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜିୟ କୁମାରଙ୍କୁ ଏକତରଫ ଭାବେ ପରାସ୍ତ କରିଛନ୍ତି।…

ଏମିତି ଆସେ ମୃତ୍ୟୁ; ବାଲିଯାତ୍ରା ବୁଲିଲା ବେଳେ ଟଳିପଡ଼ିଲେ ଯୁବକ

କଟକ: ସାଙ୍ଗମାନଙ୍କ ସହ କଟକ ବାଲିଯାତ୍ରା ବୁଲିବାକୁ ଆସିଥିଲେ ଯୁବକ। ବାଲିଯାତ୍ରାରେ ବୁଲିବା ସହ ସାଙ୍ଗମାନଙ୍କ ସହ ନେଉଥିଲେ ସେଲଫି। ଏହି ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ଯୁବକ। ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତ…

ବାଦ ପଡ଼ିଥିବା ୨୫% ମହିଳାଙ୍କୁ ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ବର : ଆସନ୍ତାକାଲି ତଥା ନଭେମ୍ବର ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥିପାଇଁ ଖୁସି ଅଛନ୍ତି ହିତାଧିକାରୀ। ଏହାର ମଧ୍ୟରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ବାଦ ପଡ଼ିଥିବା ୨୫…

ଦୟାନଦୀରେ ବ୍ୟାରେଜ ନିର୍ମାଣ ଓ ଜଳବନ୍ଦୀ ଅଞ୍ଚଳରେ ସମନ୍ୱିତ କୃଷି ବିକାଶ ଉପରେ ଗୁରୁତ୍ୱାରୋପ

ପିପିଲି:ପୁରୀ ଜିଲାର ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ଅଞ୍ଚଳର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭୁବନେଶ୍ୱର ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁୃଏମ୍‌‌) ଠାରେ ଶନିବାର ଦିନ ଏକ ଦିବସୀୟ କର୍ମଶାଳା…

ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ନିବେଶକଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ନୂଆଦିଲ୍ଲୀରେ ହୋଇଥିବା ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ସୋସାଇଟି ଫର ଲିଗାଲ ଆଣ୍ଡ ପଲିସି ରିସର୍ଚ୍ଚ…

ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ

ଯାଜପୁର : ଯାଜପୁର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି। ହିମାଂଶୁ ସାହୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରିଛନ୍ତି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ। ସେ ଖାଲି ଏଣ୍ଟ୍ରୀ ମାରିନାହାନ୍ତି, ବରଂ ହିମାଂଶୁଙ୍କ ବିରୋଧରେ ବହେ ବର୍ଷିଛନ୍ତି। ପ୍ରମିଳା ମାଡାମଙ୍କ ଆରୋପର ଗୋଟି ଗୋଟି…

ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ବର : ଓଡ଼ିଶା ଶିଳ୍ପ ନୀତି-୨୦୧୫ରେ ଦୁଇଟି ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି । ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ…