ସିଆଇଏସଏଫକୁ ମିଳିଲା ପ୍ରଥମ ମହିଳା ବାଟାଲିୟନ
ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ସିଆଇଏସ୍ଏଫ୍ ର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛି । ବୁଧବାର (ନଭେମ୍ବର ୧୩) ଗୃହମନ୍ତ୍ରୀ ଅମିତ ଶାହା ସିଆଇଏସଏଫରେ ମହିଳା ବାଟାଲିୟନ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେବାବେଳେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି…