ଦିଲ୍ଲୀରେ ଓଡ଼ିଶା ପର୍ବ-୨୦୨୪ ଆରମ୍ଭ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଓଡ଼ିଶା ସଂସ୍କୃତିର ପ୍ରଚାର ଓ ସୁରକ୍ଷା  ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଶୁକ୍ରବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ‘ଓଡ଼ିଶା ପର୍ବ ୨୦୨୪' । ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍‌ ନଂ ୧୪ରେ ତିନିଦିନ ଧରି ହେବାକୁ ଥିବା ଏହି…

ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର

ପୋଢୁଆଁ ହେବେ ବଡ଼ ଠାକୁର। ଏଥିପାଇଁ ମହାପ୍ରଭୁଙ୍କ ମାମୁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜିଉ ମନ୍ଦିରରୁ ପୁରୀ ଯାଇଛି ପୋଢୁଆଁ ଭାର। ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର…

ଘନ କୁହୁଡି ନେଇ ୩ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଚାରିଆଡେ ସକାଳ ସମୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ…

ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ

ଛତିଶଗଡ଼ ସୁକମାରେ ଆଜି ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ। ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ…

ରେଳବାଇ ପୁଲିସ ଦ୍ବାରା ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ, ୧୬ ଅଭିଯୁକ୍ତ ଗିରଫ

କୋରାପୁଟ: ଗଞ୍ଜେଇ ଚାଷ ଓ ଚାଳାଣକାରୀଙ୍କ ହବ୍ ଅବିଭକ୍ତ କୋରାପୁଟ ଜିଲ୍ଲା। ବିଭିନ୍ନ ମାଧ୍ୟମ, ପଦ୍ଧତିରେ ଚାଳାଣ ଜାରି ରହିଛି। ସଡ଼କ ପଥରେ ବିଭିନ୍ନ ବସ୍‌, ଭ୍ୟାନ୍‌, ଟ୍ରକ୍‌ ଓ ବାଇକରେ ଚାଳାଣ ବେଳେ ଧରା ପଡ଼ୁଥିବାରୁ ନୂଆନୂଆ ପଇଁତରା ମାଫିଆମାନେ…

ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ୍ ; ୪ମୃତ

ଜୟପୁର: ମର୍ମନ୍ତୁଦ ଦୁର୍ଘଟଣା । ମାଡ଼ିଗଲା ଟ୍ରକ୍, ୪ମୃତ। ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ଠାରେ ଜାତୀୟ ରାଜପଥରେ ଏକ ବାଇକକୁ ମାଲବାହୀ ଟ୍ରକ ଧକ୍କା ଦେଇଥିଲା । ୪ ଜଣ ବାଇକରେ ଯାଉଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା ।…

କଂଗ୍ରେସକୁ ତାୱଡେଙ୍କ ନୋଟିସ୍

କଂଗ୍ରେସକୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୁପ୍ରିୟା ଶ୍ରୀନେଟ ଏବଂ ରାହୁଲ ଗାନ୍ଧିଙ୍କୁ ଏହି ନୋଟିସ୍ ପଠାଇଛନ୍ତି। ତାଙ୍କ ବିରୁଦ୍ଧରେ ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବାର ମିଛ ଅଭିଯୋଗ…

ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ

ଯାଜପୁର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ…

ନିର୍ବାଚନ ପୂର୍ବରୁ ଆପ୍‌ର ‘ରାବିଡି ପେ ଚର୍ଚ୍ଚା’, ଦେଲା ୭ ପ୍ରତିଶ୍ରୁତି

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ରାବିଡି ପେ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଏହି ପ୍ରଚାର କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦିଲ୍ଲୀବାସୀଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଦିଲ୍ଲୀର ଆପ୍‌ ସରକାର ବିଭିନ୍ନ…

ଆଦିବାସୀ ଝିଅକୁ ଅସଦାଚରଣ ଓ ବିଷ୍ଟା ଖୁଆଇବା ଘଟଣା, ଆଦିବାସୀ କର୍ମକର୍ତ୍ତାଙ୍କ ଏସପି ଅଫିସ ଘେରାଉ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଝିଅକୁ ଅସଦାଚରଣ ଓ ବିଷ୍ଟା ଖୁଆଇବା ଘଟଣାରେ ବଲାଙ୍ଗିର ପୋଲିସ ଉପରେ ବର୍ଷିଛି ଆଦିବାସୀ ସଙ୍ଘ  l  ଆଦିବାସୀ ଯୁବତୀ ଉପରେ ଅତ୍ୟାଚାର ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ…