ଜୟନାରାୟଣଙ୍କ ବିସ୍ଫୋରକ ବୟାନ, କହିଲେ- ଦଳର ମୁଁ ଜଣେ ତଡ଼ାଖିଆ ନେତା
କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶର ୨୪ ଘଣ୍ଟା ପୂର୍ବରୁ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ବୟାନ। ସମୀର ଦେଙ୍କ ଶୋକ ସଭାରେ ବିଷ ଉଗାରିଲେ ଜୟନାରାୟଣ। କହିଲେ ବିଜେପିରୁ ସାଇଡ୍ ଲାଇନ୍ ହୋଇ…