ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଭୁବନେଶ୍ବର : ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର ହେବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ଆଜି ଦିନ ପ୍ରାୟ ୧୦ଟା ୩୦…

୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା

ଭୁବନେଶ୍ବର : ଦିବା ସ୍ୱପ୍ନ ଦେଖୁଥିବା ବିଜେଡି ନେତାଙ୍କୁ ଜବାବ ଦେଲେ ନିଜ ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି, ସଂଖ୍ୟାଗରିଷ୍ଠତା ପାଇ ବିଜେପି ସରକାର ଗଢ଼ିଛି। ଏଭଳି ସ୍ଥିତିରେ ବିଜେଡି ପୁଣି ସରକାର କରିବ, କଂଗ୍ରେସ ସହିତ…

‘ପରଦା ପଛର ଖଳନାୟକଙ୍କୁ ଛଡ଼ାଯିବନି, କାର୍ଯ୍ୟାନୁଷ୍ଠାନ ନିଆଯିବ’

ଯାଜପୁର : ବିଜେଡିର ପ୍ରଭାବଶାଳୀ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଇଙ୍ଗିତରେ ତାଙ୍କ ସମର୍ଥକମାନେ ମୋ ଉପରେ ଆକ୍ରମଣ କରିଛନ୍ତି। ସେମାନେ ମୋତେ ମାରିଦେବା ପାଇଁ ଚାହୁଁଥିଲେ। ୨୫ ବର୍ଷର କ୍ଷମତାରେ ରହି…

ଆସନ୍ତା ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟ୍‌କୁ ଅନୁମୋଦନ, ୨୬ରେ ବିଧାନସଭା

ଭୁବନେଶ୍ବର ୨୧।୧୧: ଆସନ୍ତା ୨୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ । ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ । ମନ୍ତ୍ରୀ…

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା, ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା।  ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ। ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ। ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ। ତାହା…

ଡ୍ୟୁଟି ବେଳେ ଚାଲିଗଲା ଜୀବନ,ପାଟ୍ରୋଲିଂ ବେଳେ ଟଳିପଡିଲେ ବନ କର୍ମଚାରୀ

କେନ୍ଦ୍ରାପଡା ୨୧/୧୧: ମଝି ସମୁଦ୍ରରେ ଚାଲିଗଲା ଜୀବନ । ପାଟ୍ରୋଲିଂ ବେଳେ ଟଳିପଡିଲେ ବନ କର୍ମଚାରୀ । କେନ୍ଦ୍ରାପଡା ରାଜନଗର ବ୍ଲକ ବନବିଭାଗର ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ଚାଲିଥିବାବେଳେ ଘଟିଛି ଅଘଟଣ । ସମୁଦ୍ର ମଝିରେ ବେଆଇନ…

କଟକ ଓ କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ

କଟକ : କଟକରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବକ୍ସି ବଜାର ମଣିସାହୁ ଛକ ନିକଟସ୍ଥ ଏକ ଇଲକ୍ଟ୍ରୋନିକ ମରାମତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ, ୱାସିଂମେସିନ, କୁଲର ସଜଡା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅନେକ ସାମଗ୍ରୀ…

ବୈଦ୍ୟେଶ୍ୱରଟି ସେତୁ ନିକଟରୁ ୨୬ଗୋରୁ ଉଦ୍ଧାର: ୨ ଗାଈ ମୃତ, ୨ ବେପାରୀ ଗିରଫ

ବାଙ୍କୀ : ଆଜି ଭୋର ସମୟ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ଥାନା ପୁଲିସ ପକ୍ଷରୁ ଗୋରୁ ଚାଲାଣ ଖବର ପାଇ ହୋଇଥିଲା ଚଢ଼ାଉ କରାଯାଇଥିଲା। ଖବର ପାଇ ପୁଲିସ ଗୋରୁ ଗାଡିକୁ ଜବତ ପାଇଁ ଉଦ୍ୟମ କରିଥିବାବେଳେ ଗୋ ବେପାରୀ…

ଏଥର ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା; ୨୪ରେ ପାଇବେ ୨୦ ଲକ୍ଷ ମହିଳା

ଭୁବନେଶ୍ବର : ଆସନ୍ତା ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥର ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡ଼ି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିସହ ସୁଭଦ୍ରା…

ବିଜେପି ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଭୁବନେଶ୍ବର : ବିଜେପି ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌। ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ପୁଲିସ୍‌ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ ଯାଜପୁର SDJM କୋର୍ଟରେ ହାଜର କରାଇଛି। କୋର୍ଟ ସେମାନଙ୍କ ଜାମିନ୍‌…