ବିମାନ ବନ୍ଦରରେ ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧନା; ସ୍ବପ୍ନ ସାକାର ହେଲା କହିଲେ ହକି ଇଣ୍ଡିଆ ସଭାପତି
ଭୁବନେଶ୍ବର: ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପରେ ଓଡ଼ିଶାର ଐତିହାସିକ ବିଜୟ । ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ପ୍ରଥମ ଥର ଟାଇଟଲ୍ ଜିତି ସ୍ବର୍ଣ୍ଣପଦକ ହାସଲ କରିଛି ଓଡ଼ିଶା ହକି ସଂଘ । ବିଜୟ ପରେ ରବିବାର…