ମାଲି ପ୍ରଧାନମନ୍ତ୍ରୀ ପଦବୀରୁ ବହିଷ୍କୃତ
ନୂଆଦିଲ୍ଲୀ : ଦେଶର ସାମରିକ ଶାସନକୁ ସମାଲୋଚନା କରିବାର କିଛି ଦିନ ପରେ ମାଲିରେ ପ୍ରଧାନମନ୍ତ୍ରୀ ଚୋଗୁଏଲ ମାଇଗାଙ୍କୁ ଶାସକ ଜୁନ୍ତା ପଦବୀରୁ ବହିଷ୍କାର କରିଛି। ଗତକାଲି ସେଠାକାର ସରକାରୀ ଟେଲିଭିଜନରେ ଏହି ବିଷୟ ପ୍ରସାରିତ ହୋଇଛି। ଗଣତନ୍ତ୍ର ପୁନସ୍ଥାପନ କରିବା…