ବେଙ୍ଗାଲୁରୁର ବିଚ୍ ରାସ୍ତାରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କଲା ୧୦ ବର୍ଷର ପିଲା, ଭିଡିଓ ଭାଇରାଲ
କାମ ସାରି ଘରକୁ ଫେରୁଥିବା ବେଳେ ବେଙ୍ଗାଲୁରୁରେ ରହୁଥିବା ଜଣେ ଓଡ଼ିଆ ୟ୍ୟୁଟୁବରଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରାଯାଇଛି। ଜଣେ ୧୦ ବର୍ଷର ପିଲା ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କରିଛି। ଯୁବତୀ ଜଣଙ୍କ ମଙ୍ଗଳବାର ରାତିରେ କାମ ସାରି ଘରକୁ ଫେରିଥିବା…