November 2024

ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ: ପୁଅ, ନାତି ଗିରଫ

ସମ୍ବଲପୁର: ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ। ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କଲା ସଦର ଥାନା ପୋଲିସ। ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ। ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ୱାସରୁଦ୍ଧ କରି…

ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ, ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ହେବ ରଣନୀତି

ଭୁବନେଶ୍ୱର : ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ । ଛାତ୍ର ବିଜୁ ଜନତା ଦଳକୁ ଆଜି ଉଦବୋଧନ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଭୁବନେଶ୍ବର ଶଙ୍ଖ ଭବନରେ ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହେବ…

ରାହୁଲଙ୍କୁ ଚିଠି ଲେଖିଲେ ଆତଙ୍କୀ ୟାସିନ ମଲ୍ଲିକଙ୍କ ପତ୍ନୀ

ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ଜେଏଫଏଲଏଫ) ମୁଖ୍ୟ ତଥା ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମଲ୍ଲିକ। ଜେଲରେ ଥିବା ସ୍ୱାମୀ ୟାସିନଙ୍କ ବିଷୟରେ…

ବେଆଇନ୍ କଫ ସିରପ୍ ଜବତ, ୨ ଗିରଫ

କଟକ: କଟକରେ ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ । ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍ । କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍…

ମିଳିଲାନି ସୁରକ୍ଷା, କାନାଡାରେ କନସୁଲାର କ୍ୟାମ୍ପ ବନ୍ଦ କଲା ଭାରତ

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବରେ ଲାଗିଛି। କାନାଡାର ସୁରକ୍ଷା ଏଜେନ୍ସି ଗୁଡ଼ିକ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମନା କରିବାରୁ କାନାଡାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ…

ଭିଜିଲାନ୍ସ ଜାଲରେ ଇଡକୋର ଜୁନିୟର ମ୍ୟାନେଜର, ୩.୨୨ କୋଟି ର ୪ ମହଲା କୋଠା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆଜି ତାଙ୍କ ଘର ସମେତ ମୋଟ ୬ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ବେଳେ ଠାବ ହୋଇଛି ଅଚଳାଚଳ ସଂପତ୍ତି। ଭୁବନେଶ୍ୱରର ରାଜାରାଣୀ ମୌଜାର…

ଓଡ଼ିଶାରେ ଉତ୍ପାଦନ ହେବ ଟାଇଟାନିୟମ୍ ସ୍ଲାଗ୍; ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ଵିତ କରାଯିବ। ଏଠାରୁ ଉତ୍ପାଦନ ସାମଗ୍ରୀ ବିଦେଶରେ ବହୁରାଷ୍ଟ୍ରକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥି ନିମନ୍ତେ ଇଣ୍ଡ-କାଜାକ୍…

‘ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ, ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ’: ପ୍ରଧାନମନ୍ତ୍ରୀ ମୋଦୀ

ଆମେରିକାରେ ଇତିହାସ ରଚି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବାଜିମାରିବାକୁ ଯାଉଛନ୍ତି। ଆଉ ମାତ୍ର କିଛି ରାଜ୍ୟର ରେଜଲ୍ଟ ଆସିବାକୁ ବାକି ଥିବା ବେଳେ ଟ୍ରମ୍ପ ହ୍ୱାଇଟ ହାଉସକୁ ଯିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୦…

ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି : ମନମୋହନ ସାମଲ

ଭୁବନେଶ୍ବର: ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ବିଜେଡି ଖାଲି ବୟାନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସମାଲ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି।…

ମୋ ବସ୍‌ର ସ୍ପିଡ୍‌ ୪୦ ଉପରକୁ ମନା

ଭୁବନେଶ୍ବର: ଦିନକୁ ଦିନ ମୋ ବସର ଅମାନିଆ ଚାଳକଙ୍କ ପାଇଁ ଦୁର୍ଘଟଣା ବଢିଥିବା ବେଳେ ଏବେ ଏହାକୁ ନେଇ ଗୁରୁତର ସହ ନେଇଛନ୍ତି ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଆଣିଛନ୍ତି ।…