2025

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ, ଛାତ୍ରାବାସରେ କମିଶନରେଟ୍ ପୋଲିସର ରେଡ୍

ଭୁବନେଶ୍ବର: ଅଣଛାତ୍ର ମୁକ୍ତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ବାଣୀବିହାର ଛାତ୍ରାବାସରେ ତାଲା ଭାଙ୍ଗି ପଶିଲା କମିଶନରେଟ୍ ପୋଲିସ । ସକାଳରୁ ବିଭିନ୍ନ ହଷ୍ଟେଲରେ ଚଢ଼ାଉ କରୁଛି ପୋଲିସ । ୧,୨,୩ ଓ ୫…

ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୦ ତାରିଖରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର : ଉପ ରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ବିରତ ରହିବାକୁ ନିଷ୍ପତ୍ତି ନେଇଛି । ବରିଷ୍ଠ ନେତା ଓ ସାଂସଦଙ୍କ ସହ ଆଲୋଚନା ପରେ ବିଜେଡି ସଭାପତିଙ୍କ ନିଷ୍ପତ୍ତି। ଏନଡିଏ ଓ ଇଣ୍ଡିଆ ମେଣ୍ଟଠାରୁ ବିଜେଡି ସମଦୂରତ୍ବ ବଜାୟ ରଖିଛି। ବିଜେଡି…

ମିଳିଲା ଗ୍ରୀନ ସିଗନାଲ, ବିଜୟ ମାଲ୍ୟା, ନୀରବ ମୋଦିଙ୍କ ସହ ଭାରତ ଆସିବେ ଏହି ପଳାତକ

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ…

ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ…

ବିଶ୍ଵବିଦ୍ୟାଳୟରେ ରାଗିଂ, ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା

ଉତ୍ତରପ୍ରଦେଶ: ବିଶ୍ଵବିଦ୍ୟାଳୟରେ ରାଗିଂ। ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା ମାରିଲେ ସହପାଠୀ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଚିନହାଟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟରେ ଏହି ଘଟଣା ଘଟିଛି। କ୍ୟାମ୍ପସ ଭିତରେ ଏକ ଛାତ୍ର ଗୋଷ୍ଠୀ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା…

ସେପ୍ଟେମ୍ବର ୨୮ରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ

ମୁମ୍ବଇ : ଚଳିତ ମାସ ୨୮ ରେ ମୁମ୍ବଇରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବାକୁ ଥିବା ଏଜିଏମ୍‌ରେ ଅନ୍ୟ ନିଷ୍ପତ୍ତି ନେବା ସହ ବିସିସିଆଇର…

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲ୍ ରେ ରୁଷକୁ ମିଳିଲା ସଫଳତା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ । କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ । ଏନେଇ ବଡ଼ ଘୋଷଣା କରିଛନ୍ତି ରୁଷୀୟ ବୈଜ୍ଞାନିକ । ରୁଷର ସଂଘୀୟ ମେଡିକାଲ ଏଜେନ୍ସି ବା ଏଫଏମବିଏର ମୁଖ୍ୟ ଏହି ଘୋଷଣା…

ଇସ୍ତଫା ଦେବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି ।…

ମୁମ୍ବାଇ ନାୟର ହସପିଟାଲ ଉପରେ ବୋମାମାଡ଼ ଧମକ

ମହାରାଷ୍ଟ୍ର : ମୁମ୍ବାଇର ନାୟର ହସପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯିବା ପରେ ଯାଞ୍ଚ କରୁଛି । ସୂଚନା ମୁତାବକ, ଧମକଭରା…

ଆମେରିକାରେ ହେଲିକପ୍ଟର କ୍ରାସ୍, ସମସ୍ତ ଯାତ୍ରୀ ମୃତ

ଆମେରିକା : ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଥିବା ଯୋଗୁଁ ସମସ୍ତ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର ୬୬…