2025

ପୁରୁଷବନ୍ଧୁଙ୍କ ମୋବାଇଲ୍‌ରୁ ମିଳିଲା ଅଶ୍ଲୀଳ ଭିଡିଓ: ଲାଗିଲା ସଙ୍ଗିନ ଦଫା

ପଟ୍ଟାମୁଣ୍ଡାଇ ୧୦।୦୮ : କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା । ଖୋଲିବ କି ରହସ୍ୟ । ଘଟଣାର ତଦନ୍ତ ଚାଲୁଥିବା ବେଳେ ପୋଲିସକୁ ମିଳିଛି ନୂଆ ତଥ୍ୟ । ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ମୋବାଇଲ୍‌ରୁ ଏକାଧିକ ଅଶ୍ଳୀଳ ଭିଡିଓ ମିଳିଥିବା ସୂଚନା…

ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଲା ଛାତ, ତିନି ଗୁରୁତର

ଅନୁଗୁଳ: ଫାଟିଲା ଗ୍ୟାସ ଟାଙ୍କି, ଉଡ଼ିଲା ଛାତ । ସିଲିଣ୍ଡର ଫାଟି ତିନି ଗୁରୁତର । ଅନୁଗୁଳ ଜିଲ୍ଲା ନାଲକୋ ଥାନା ମା’ବ୍ରାହ୍ମଣୀ ଦେବୀ ପୀଠ ସମ୍ମୁଖରେ ଅଘଟଣ । ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ…

ହସ୍ପିଟାଲରେ ନାହାନ୍ତି ନର୍ସ, ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ

ଅନୁଗୁଳ : ହସ୍ପିଟାଲରେ ନାହାନ୍ତି ନର୍ସ । ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ । ଅନୁଗୁଳ ଜିଲ୍ଲା ବାଗେଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟାବସ୍ଥାର ବିକଳ ଚିତ୍ର । ବାଗେଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ମହିଳା ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ…

ଘରୋଇ ହସ୍ପିଟାଲରେ ନର୍ସଙ୍କ ମୃତ୍ୟୁ ଘଟଣା: ଡେଡ୍ ବଡି ନିକଟରୁ ମିଳିଲା ସୁଇସାଇଡ୍ ନୋଟ୍ ଓ ଇଞ୍ଜେକ୍ସନ୍

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଘରୋଇ ହସ୍ପିଟାଲର ଷ୍ଟାଫ୍ ନର୍ସ ମୃତ୍ୟୁ ମାମଲାରେ ମିଳିଲା ସୁଇସାଇଡ୍ ନୋଟ । ମୃତଦେହ ନିକଟରୁ ମିଳିଛି ସୁଇସାଇଡ୍ ନୋଟ୍ । ସୁଇସାଇଡ ନୋଟରେ ମୃତ୍ୟୁକୁ ନେଇ ଅନେକ କିଛି ସୂଚନା ମିଳିପାରେ ବୋଲି ଆଶା କରାଯାଉଛି…

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ କରିଛନ୍ତି ରାସ୍ତାରୋକ , ଯାତାୟାତ ଠପ୍

କରଞ୍ଜିଆ ୧୦।୦୮ : ହାତୀ କରିଛନ୍ତି ରାସ୍ତାରୋକ । ୩୦ ଟିକିଆ ଝାଡ଼ଖଣ୍ଡି ହାତୀପଲ ରାସ୍ତାରେ ଉପରେ ରହିଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଚଢେଇଭୋଳ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଖବର ଅନୁଯାୟୀ,…

୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ! ଆଜି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ୧୩ରେ ଲଘୁଚାପ । ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି । ଦକ୍ଷିଣ ପଶ୍ଚିମ…

ରାଜଧାନୀରେ ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ମୃତଦେହ ମିଳିଛି । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ…

ନିର୍ବାଚନ କମିସନ ୩୩୪ଟି ଦଳର ପଂଜୀକରଣ ରଦ୍ଦ କଲେ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅଥବା ଆରୟୁପିପିର ପଞ୍ଜୀକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର…

ଆତଙ୍କବାଦୀଙ୍କ ସହ ଗୁଳିବିନିମୟ: ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ। ଆଉ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜମ୍ମୁ ଓ କଶ୍ମୀରର କୁଲଗାମ ଅଖାଲରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ୩…

ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ : ଜଣେ ମୃତ, ୧୧ ଆହତ

ଦିଲ୍ଲୀ : ଦିଲ୍ଲୀ କସମସ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ୧୧ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ,…