ଇସ୍ରାଏଲ ଇରାନ ଯୁଦ୍ଧର ଫଳାଫଳ ଭାରତକୁ ଦ୍ବନ୍ଦ୍ବରେ ପକାଇବ !

ନୂଆଦିଲ୍ଲୀ : ଯଦିଓ ଭାରତ ଗତ କିଛି ବର୍ଷ ଧରି ଇସ୍ରାଏଲ ସହିତ ଭଲ ସମ୍ପର୍କ ବଜାୟ ରଖିଛି, ହେଲେ ଭାରତ-ଇରାନ ସମ୍ପର୍କ ମଧ୍ୟ ଶତାଦ୍ଦୀ ପୁରୁଣା । ଭାଷା, ସଂସ୍କୃତି ଏବଂ ପରମ୍ପରା ସ୍ତରରେ ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ…

ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର, ପାକିସ୍ତାନର ପ୍ରସ୍ତାବ

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର । ୨୦୨୬ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ଦିଆଯାଉ । ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର…

ଇରାନରେ ଭୂକମ୍ପ, ପରମାଣୁ କେନ୍ଦ୍ରରେ ଇସ୍ରାଏଲର ଆକ୍ରମଣ ଯୋଗୁ ଭୂମିକମ୍ପ ସନ୍ଦେହ

ତେହରାନ : ଇରାନରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଆମେରିକାର ଭୂତାତ୍ତ୍ଵିକ ସର୍ବେକ୍ଷଣ(ୟୁଏସଜିଏସ) ପକ୍ଷରୁ ମଧ୍ୟ ଇରାନର ଉତ୍ତରାଞ୍ଚଳରେ ଭୂକମ୍ପ ସମ୍ପର୍କରେ…

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର: ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର…

ରଥଯାତ୍ରା ବର୍ଷାରେ ଭିଜିବା ସମ୍ଭାବନା ! : ଜୁନ୍ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ପୂର୍ବାନୁମାନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତି କରି ଝାଡ଼ଖଣ୍ଡ ନିକଟରେ ଦୁର୍ବଳ ହୋଇଛି। ଏହା ଦ୍ବାରା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଅଞ୍ଚଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ପରେ ଆହୁରି ଦୁର୍ବଳ…

ଲୋକ ପଚାରୁଛନ୍ତି ଗୋଟିଏ କଥା: ଓଡ଼ିଆଙ୍କ ମଉଡ଼ମଣି କିଏ ନବୀନ ନା ଜଗନ୍ନାଥ

ଭୁବନେଶ୍ୱର: ଆରୋଗ୍ୟ ହେବାର ବାର୍ତ୍ତା ଦେଇ ଅଡୁଆରେ ଫସିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁସ୍ଥ ହେବାର ବାର୍ତ୍ତା ଦେବାକୁ ଯାଇ ଏମିତି ପ୍ରଶଂସା କଲେ ଯେ ସୋସିଆଲ ମିଡ଼ିଆ ୟୁଜର୍ସ ପଚାରୁଛନ୍ତି କେବଳ…

ସ୍କୁଲ ପାଠ୍ୟକ୍ରମ-ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ସାମିଲ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କହିଛନ୍ତି ଯେ, ରାଜ୍ୟ ସରକାର ସ୍କୁଲ ପାଠ୍ୟକ୍ରମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେଉଛନ୍ତି କାରଣ ଏହା ଏକ ସୁସ୍ଥ, ସ୍ୱାବଲମ୍ବୀ ଏବଂ ଦକ୍ଷ ଭାରତ…

ଡାଇରିଆ: ଯାଜପୁରରେ ପୁଣି ୫ ହୋଟେଲ ସିଲ୍

ଯାଜପୁର: ଯାଜପୁରରେ ଆଉ ପାଞ୍ଚଟି ହୋଟେଲକୁ ସିଲ୍ କରାଯାଇଛି। ଯାଜପୁରରେ ଡାଇରିଆ ପାଇଁ ଦର୍ପଣ ତହସିଲ ପ୍ରଶାସନ ଆଉ ପାଞ୍ଚଟି ହୋଟେଲକୁ ସିଲ୍ କରିଛନ୍ତି। ଚଣ୍ଡିଖୋଲରେ ଗୋଟିଏ ହୋଟେଲ ଏବଂ ବାଲିଚନ୍ଦ୍ରପୁରରେ ୪ଟି ହୋଟେଲକୁ ସିଲ୍ କରାଯାଇଛି। ଏହି ସମସ୍ତ ହୋଟେଲ…

ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ, ଇନଷ୍ଟିଚ୍ୟୁଟର ଏକାଧିକ ଲ୍ୟାବ୍ ନଷ୍ଟ

ଇରାନ-ଇସ୍ରାଏଲ ଯୁଦ୍ଧରେ ଥରୁଛି ମଧ୍ୟପ୍ରାଚ୍ୟ । ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଜୋରଦାର ହେଉଛି ଆକ୍ରମଣ-ପ୍ରତି ଆକ୍ରମଣ । ଅଷ୍ଟମ ଦିନରେ ପହଞ୍ଚିଛି ଯୁଦ୍ଧ । ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ।…

୧୯ ହଜାର କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର:ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଭେଟି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି…