ସିକ୍କିମରେ ପର୍ଯ୍ୟଟକ ନିଖୋଜ ଘଟଣା, ଘରକୁ ଫେରିଲେ ଇତିଶ୍ରୀଙ୍କ ପରିବାର
ଭୁବନେଶ୍ଵର: ଓଡିଶା ଫେରିଛନ୍ତି ସିକ୍କିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର । ଆଜି ସକାଳେ ଯାଜପୁରରୋଡ ଷ୍ଟେସନରେ ପହଞ୍ଚିଛନ୍ତି ପରିବାରର ୪ ଜଣ ସଦସ୍ୟ । ନିଜ ମାଟିକୁ ଫେରିବା ପରେ ସେଦିନର ଛାତିଥରା ଘଟଣା…