Pruth

ଭୁବନେଶ୍ୱର : ଅଦିନିଆ ରଥଯାତ୍ରା କଲେ ହେବ ଆଇନଗତ ପଦକ୍ଷେପ | ଏମିତି କହିଛନ୍ତି ଆଇନ ମନ୍ତ୍ରୀ  ପୃଥ୍ଵୀରାଜ ହରିଚନ୍ଦନ  | ଶ୍ରୀ ମନ୍ଦିର ପ୍ରଶାସନ ସଂଗେ ଆଲୋଚନା ହୋଇଛି  | ଗଜପତି ମହାରାଜା ପତ୍ର ଲେଖି ସାରିଛନ୍ତି  | ନୂଆପଡାରେ ଅଦିନିଆ ରଥଯାତ୍ରା ଖବର ପାଇବା ପରେ ତାଙ୍କୁ ତାଗିଦ କରଯାଇଥିଲା | ତାଗିଦ ପରେ ସେମାନେ ଯାତ୍ରା ବନ୍ଦ କରିଛନ୍ତି | ଯଦି କେହି ତ୍ରୁଟି ବିଚ୍ୟୁତ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ | ଇସ୍କନକୁ ବି ପରାମର୍ଶ ଦିଆଯାଇଛି ଯଦି କଥା ନମାନେ ଆଇନଗତ ପଦକ୍ଷେପ ନିଆଯିବ |

Share